ଓଡ଼ିଶା ଖବରନ୍ୟୁଜ୍

ମଧ୍ୟାହ୍ନ ଭୋଜନ ଖାଇ ୨୫ ଛାତ୍ରଛାତ୍ରୀ ଅସୁସ୍ଥ

ମଧ୍ୟାହ୍ନ ଭୋଜନ ଖାଇ ୨୫ ଛାତ୍ରଛାତ୍ରୀ ଅସୁସ୍ଥ

ମଧ୍ୟାହ୍ନ ଭୋଜନ ଖାଇ ୨୫ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୦ ଜଣ ଗୁରୁତର ମଧ୍ୟ ହୋଇଛନ୍ତି । ସମସ୍ତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସ୍ଥିତ ମଣିପୁର ଆଦର୍ଶ ବିଦ୍ୟାଳୟରେ ୨୫ ଝଣ ଛାତ୍ରଛାତ୍ରୀ ଗୁରୁବାର ମଧ୍ୟାହ୍ନ ଭୋଜନ ଖାଇବା ପରେ ଅସୁସ୍ଥ ହୋଇପଡିଥିଲେ ।

ସେମାନଙ୍କ ମଧ୍ୟରୁ ୧୫ ଜଣ ଔଷଧ ଖାଇ ସୁସ୍ଥ ହୋଇଥିବା ବେଳେ ୧୦ ଜଣ ଗୁରୁତର ହୋଇଥିଲେ । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହାସହିତ ସେମାନଙ୍କର ଚିକିତ୍ସା ଜାରି ରହିଛି ।

Related posts

ଭାରତର ପ୍ରଥମ ମଙ୍କିକ୍ସ ରୋଗୀ ସଂପୂର୍ଣ୍ଣ ଆରୋଗ୍ୟ, ଖୁବଶୀଘ୍ର ହସ୍ପିଟାଲରୁ ହେବେ ଡିସଚାର୍ଜ

Odisha Halchal

ଖରାଦିନେ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ ଡ୍ରାଗନ୍‌ ଫ୍ରୁଟ୍‌

Odisha Halchal

ଆର-ଇନଫ୍ରା ଓ ରିଲାଏନ୍ସ ପାଓ୍ୱାର ନିର୍ଦ୍ଦେଶକ ପଦ ଛାଡିଲେ ଅନିଲ ଅମ୍ବାନୀ, ରାହୁଲ ସରୀନଙ୍କୁ ନୂଆ ଦାୟିତ୍ୱ

Odisha Halchal

Leave a Comment