ଓଡ଼ିଶା ଖବରନ୍ୟୁଜ୍

ମଧ୍ୟାହ୍ନ ଭୋଜନ ଖାଇ ୨୫ ଛାତ୍ରଛାତ୍ରୀ ଅସୁସ୍ଥ

ମଧ୍ୟାହ୍ନ ଭୋଜନ ଖାଇ ୨୫ ଛାତ୍ରଛାତ୍ରୀ ଅସୁସ୍ଥ

ମଧ୍ୟାହ୍ନ ଭୋଜନ ଖାଇ ୨୫ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୦ ଜଣ ଗୁରୁତର ମଧ୍ୟ ହୋଇଛନ୍ତି । ସମସ୍ତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସ୍ଥିତ ମଣିପୁର ଆଦର୍ଶ ବିଦ୍ୟାଳୟରେ ୨୫ ଝଣ ଛାତ୍ରଛାତ୍ରୀ ଗୁରୁବାର ମଧ୍ୟାହ୍ନ ଭୋଜନ ଖାଇବା ପରେ ଅସୁସ୍ଥ ହୋଇପଡିଥିଲେ ।

ସେମାନଙ୍କ ମଧ୍ୟରୁ ୧୫ ଜଣ ଔଷଧ ଖାଇ ସୁସ୍ଥ ହୋଇଥିବା ବେଳେ ୧୦ ଜଣ ଗୁରୁତର ହୋଇଥିଲେ । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହାସହିତ ସେମାନଙ୍କର ଚିକିତ୍ସା ଜାରି ରହିଛି ।

Related posts

ପୋଲିସ୍ ଦ୍ବାରା ନଷ୍ଟ କରାଗଲା ଜବତ ହୋଇଥିବା 5ଟନ୍ ବିସ୍ଫୋରକ

Odisha Halchal

ବହୁ ଚର୍ଚ୍ଚିତ ମମିତା ମେହେର ଘଟଣା

Odisha Halchal

ସତର୍କ କଲେ ନବ ଦାସଙ୍କ ଭଳି ଅବସ୍ଥା ହୋଇପାରେ

Odisha Halchal

Leave a Comment