ଓଡ଼ିଶା ଖବରନ୍ୟୁଜ୍

ମଦର ଟେରେସା ସେବା ସଂଗଠନ ର ଭରଚୁଆଲ ବୈଠକ

ମଦର ଟେରେସା ସେବା ସଂଗଠନ ର ଭରଚୁଆଲ ବୈଠକ

ନୂଆପଡା :-(ରିପୋର୍ଟ:- ଚେତୁଁରାମ ପ୍ରଧାନୀ )କୋମନା ବ୍ଲକ ପଣ୍ଡରାପଥର ଠାରେ ଥିବା ମଦର ଟେରେସା ସେବା ସଂଗଠନ ତରଫରୁ ଭରଚୁଆଲ ମିଟ୍ଟୀଙ୍ଗ ଅନୁଷ୍ଠିତ ହୋଇଛି। ଓଡିଶା ରୁ ବିଭିନ୍ନ ପ୍ରାନ୍ତ ରୁ ସମାଜ ସେବି ମାନେ ଯୋଗଦାନ କରିଥିବାବେଳେ ସମାଜ ସେବା ନବଦିଗନ୍ତ ପ୍ରତିଭା କିପରି ହେବ ବିଷୟ ବସ୍ତୁ ଆଲୋଚନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମ ରେ ସଙ୍ଗଠନ କାର୍ଯ୍ୟକର୍ତା ଦୀପ୍ତି ପଟନାୟକ ପରିଚାଳନା କରିଥିବାବେଳେ ସୁପ୍ରଭା ଭୋଇ, ଦୀପ୍ତି ମିଶ୍ର ସ୍ୱାଗତ ସଂଗୀତ ଗାନ କରିଥିଲେ ।ଏହି ବୈଠକ ଅତିଥି ଭାବରେ ଭଗବାନ ସାହୁ ପ୍ରାଚୀଧାରା ସମ୍ପାଦକ, ମାୟାଧର ସରାଫ ଓଟିଭ ଜିଲ୍ଲା ପ୍ରତିନିଧି ନୂଆପଡା, କେଦାର ଦରବାର ସାହିତ୍ୟ ସାଂସଦ ଭୁବନେଶ୍ୱର, ସସ୍ମିତା ନାଗ ଟ୍ରାଇବଲ ସୁନ୍ଦରୀ କୋରାପୁଟ, ସାବିତ୍ରୀ କୁମାର ଏସିଆ ସୁନ୍ଦରୀ ବଲାଙ୍ଗୀର, ପ୍ରତିଭା ରାୟ ସମାଜ ସେବି ଭୁବନେଶ୍ୱର, କାମିନୀ କିନର କିନର ମହାସଂଘ ସଭାପତି,

ନନ୍ଦିଘୋଷ ଖମାରି ବ୍ଲକ ପ୍ରତିନିଧି ସକାଳ କୋମନା,ସ୍ମୃତି ରେଖା ନନ୍ଦ ଉପ ସାମାଜିକ ସୁରକ୍ଷା ଅଧିକାରୀ, ବିଭୁଦତ୍ତ ମିଶ୍ର ଜିଲ୍ଲା ରୁରାଲ ଡେଭଲପମେଣ୍ଟ ବରିଷ୍ଠ କିରାଣୀ, ମନୋଜ ଡାଗା ପ୍ରକୃତି ମିତ୍ର ସମାଜ ସେବି, ଦୀପିକା ଦୀପ ଜିଲ୍ଲା ପରିଷଦ ଉପଧକ୍ଷ ନୂଆପଡା, ଦୀପ୍ତି ପଟନାୟକ MRS odisha ଭୁବନେଶ୍ୱର ଚେତୁରାମ ପ୍ରଧାନୀ ଓଡ଼ିଶା ହାଲ ଚାଲ ରାଜ୍ୟ ପ୍ରତିନିଧି ଓ ସଙ୍ଗଠନ ସମ୍ପାଦକ ଶେଷଦେବ ପ୍ରଧାନୀ ଉପସ୍ଥିତ ରହି ସମାଜ ସେବା ଉପରେ ବିଷଦ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ସଙ୍ଗଠନ କାର୍ଯ୍ୟକର୍ତା ଓ ବିଭିନ୍ନ ପ୍ରାନ୍ତରୁ ସମାଜ ସେବି ମାନେ ଯୋଗଦାନ କରି ନିଜ ମତ ରଖିଥିଲେ ।

Related posts

ଆରମ୍ଭ ହେଲା ମାଲ୍ୟବନ୍ତ ମହୋତ୍ସବର କଳସ ଯାତ୍ରା

Odisha Halchal

ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କୁ ହତ୍ୟା !

Odisha Halchal

ସ୍ଵାମୀକୁ ଛାଡ଼ି ପ୍ରେମିକ ସହ ଫେରାର ହେଲା ସ୍ତ୍ରୀ

Odisha Halchal

Leave a Comment