ଅପରାଧଓଡ଼ିଶା ଖବରନ୍ୟୁଜ୍

ଭୁବନେଶ୍ବର ରେଳ ଷ୍ଟେସନରୁ ୬୫ କିଲୋ ଗଞ୍ଜେଇ ଜବତ

ଭୁବନେଶ୍ବର ରେଳ ଷ୍ଟେସନରୁ ୬୫ କିଲୋ ଗଞ୍ଜେଇ ଜବତ

ରାଜ୍ୟରେ ଗଞ୍ଜେଇ କାରବାର ଦିନକୁଦିନ ବଢ଼ିବାରେ ଲାଗିଛି। ଆଜି ଭୁବନେଶ୍ବର ରେଳଷ୍ଟେସନରୁ ୬୫ କିଲୋ ଗଞ୍ଜେଇ ଜବତ କରାଯାଇଛି । ଏହାକୁ ଟ୍ରଲି ବ୍ୟାଗରେ ଭର୍ତି କରି ଚୋରା ଚାଲାଣ କରା ଯାଉଥିଲା ।

ଟ୍ରେନରେ ରାଜସ୍ଥାନ ଜୟପୁରକୁ ଚାଲାଣ ପାଇଁ ହେଉଥିଲା ଯୋଜନା ଏହି ମାମଲାରେ ଜିଆରପି ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏଥିରେ ଷ୍ଟେସନରେ କାମ କରୁଥିବା କିଛି କୁଲିଙ୍କର ହାତ ଥିବା ସନ୍ଦେହ କରାଯାଉଛି ।

Related posts

‘Bhool Bhulaiyaa-2’ ହିଟ୍‌ ହେବା ପରେ ଗଙ୍ଗା ଆରତୀରେ ହେଲେ ସାମିଲ

Odisha Halchal

ଜିଲ୍ଲାପାଳଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର

Odisha Halchal

ମୌଳିକ ସୁବିଧା ରୁ ବଞ୍ଚିତ ଆଦିବାସୀ

Odisha Halchal

Leave a Comment