ଭୁବନେଶ୍ବର ରେଳ ଷ୍ଟେସନରୁ ୬୫ କିଲୋ ଗଞ୍ଜେଇ ଜବତ

0
94
ଭୁବନେଶ୍ବର ରେଳ ଷ୍ଟେସନରୁ ୬୫ କିଲୋ ଗଞ୍ଜେଇ ଜବତ
ଭୁବନେଶ୍ବର ରେଳ ଷ୍ଟେସନରୁ ୬୫ କିଲୋ ଗଞ୍ଜେଇ ଜବତ

ରାଜ୍ୟରେ ଗଞ୍ଜେଇ କାରବାର ଦିନକୁଦିନ ବଢ଼ିବାରେ ଲାଗିଛି। ଆଜି ଭୁବନେଶ୍ବର ରେଳଷ୍ଟେସନରୁ ୬୫ କିଲୋ ଗଞ୍ଜେଇ ଜବତ କରାଯାଇଛି । ଏହାକୁ ଟ୍ରଲି ବ୍ୟାଗରେ ଭର୍ତି କରି ଚୋରା ଚାଲାଣ କରା ଯାଉଥିଲା ।

ଟ୍ରେନରେ ରାଜସ୍ଥାନ ଜୟପୁରକୁ ଚାଲାଣ ପାଇଁ ହେଉଥିଲା ଯୋଜନା ଏହି ମାମଲାରେ ଜିଆରପି ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏଥିରେ ଷ୍ଟେସନରେ କାମ କରୁଥିବା କିଛି କୁଲିଙ୍କର ହାତ ଥିବା ସନ୍ଦେହ କରାଯାଉଛି ।

LEAVE A REPLY

Please enter your comment!
Please enter your name here