ଦେଶ ବିଦେଶନ୍ୟୁଜ୍

କେନ୍ଦ୍ରୀୟ କର୍ମଚାରୀଙ୍କୁ ସରକାରଙ୍କ ଦୀପାବଳି ଭେଟି

କେନ୍ଦ୍ରୀୟ କର୍ମଚାରୀଙ୍କୁ ସରକାରଙ୍କ ଦୀପାବଳି ଭେଟି

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଦୀପାବଳି ପୁର୍ବରୁ ଆସିଛି ଖୁସି ଖବର। କେନ୍ଦ୍ରୀୟ କର୍ମଚାରିଙ୍କ ୪% ମହଙ୍ଗା ଭର୍ତ୍ତା(ଡିଆର) ବୃଦ୍ଧି କରିଛନ୍ତି ସରକାର। ସରକାର ୧ଜୁଲାଇ ୨୦୨୨ରୁ ଏହାକୁ ପ୍ରଭାବି କରିବାକୁ ଯାଉଛନ୍ତି। ପେନ୍ସନ୍ ଏବଂ ପେନ୍‌ସନ୍‌ଭୋଗୀ କଲ୍ୟାଣ ବିଭାଗର କାର୍ଯ୍ୟାଳୟ ପକ୍ଷରୁ ଏନେଇ ସୂଚାନ ଦିଆଯାଇଛି। ଏବେ ଡିଆର ବଢି ୩୮ ପ୍ରତିଶତ ହୋଇଛି। ନିକଟରେ କେନ୍ଦ୍ର ସରକାର ୪% ଡିଏ ବୃଦ୍ଧି କରିଥିଲେ।

Related posts

ବିଧବା ମହିଳାଙ୍କ ବେକ କାଟି ହତ୍ୟା, ସନ୍ଦେହରେ ପୁଅ

Odisha Halchal

ଅଭିନେତ୍ରୀ ପତ୍ନୀଙ୍କୁ ଭେଟିବା ପାଇଁ ତିହାର ଜେଲରେ ଆମରଣ ଅନଶନ

Odisha Halchal

ହିଜାବ ବିବାଦ ଉପରେ ପ୍ରତିକ୍ରିୟା ରଖିଲେ ସାଂସଦ

Odisha Halchal

Leave a Comment