ବନ୍ଧୁଙ୍କ ସହିତ ଲୁଚା ଚୁପି ପ୍ରେମ କରିବା ପଡ଼ିଲା ମହଙ୍ଗା

0
62
ବନ୍ଧୁଙ୍କ ସହିତ ଲୁଚା ଚୁପି ପ୍ରେମ କରିବା ପଡ଼ିଲା ମହଙ୍ଗା
ବନ୍ଧୁଙ୍କ ସହିତ ଲୁଚା ଚୁପି ପ୍ରେମ କରିବା ପଡ଼ିଲା ମହଙ୍ଗା

ପୁଣି ଏକ ଲଜ୍ଜା ଜଣକ ଭିଡିଓ ମୋବାଇଲ ରୁ ମୋବାଇଲ ଘୁରି ବୁଲୁଛି, ପୁରୁଷ ବନ୍ଧୁଙ୍କ ସହିତ ଲୁଚା ଚୁପି ପ୍ରେମ କରିବା ପଡ଼ିଲା ମହଙ୍ଗା ତେବେ ପ୍ରେମୀ ଯୁଗଳ ସିନା ଭୁଲ୍ କରିଛନ୍ତି।

ହେଲେ ଏହି ସାଧାରଣ ଲୋକଙ୍କ ହୀନ ମାନସିକତା ଟିକେ ଦେଖନ୍ତୁ, ଝିଅଟିର ପୋଷାକ ଖୋଲିବାକୁ ବାଧ୍ୟ କରୁଛନ୍ତି, ଏହି ନିର୍ଲଜ ମାନେ। ଦୁହେଁ ଏମାନଙ୍କୁ ପାଖରେ ଭିଡିଓ ନ କରିବାକୁ କାନ୍ଦି କାନ୍ଦି ଅନୁରୋଧ କରୁଛନ୍ତି। କିନ୍ତୁ ଅମାନବୀୟ ଲୋକ ମାନେ ତାଙ୍କ କଥା ଶୁଣିବାକୁ ନାରାଜ।

https://fb.watch/aQTNglxwx9/

LEAVE A REPLY

Please enter your comment!
Please enter your name here