ଦେଶ ବିଦେଶନ୍ୟୁଜ୍

ପୁଣି ଜରିମାନା ଗଣିବ ଗୁଗଲ୍‌, ସପ୍ତାହରେ ଦୁଇ ଥର ଗଣିଲାଣି ଦୁଇ ହଜାର କୋଟି

ପୁଣି ଜରିମାନା ଗଣିବ ଗୁଗଲ୍‌, ସପ୍ତାହରେ ଦୁଇ ଥର ଗଣିଲାଣି ଦୁଇ ହଜାର କୋଟି

ପୁଣି ଜରିମାନା ଗଣିବ ଗୁଗଲ୍‌ ସର୍ଚ୍ଚ । ଇଞ୍ଜିନ୍ ଗୁଗଲକୁ ପୁଣି ଲାଗିଛି ୯୩୬ କୋଟି ଟଙ୍କାର ଜରିମାନା । କମ୍ପାନୀର ମନମୁଖି କାର୍ଯ୍ୟ ବନ୍ଦ କରିବାକୁ ପୁଣି ଥରେ ଗୁଗଲ ଉପରେ ଜରିମାନା ଲଗାଇଛି କମ୍ପିଟିସନ କମିଶନ ଅଫ ଇଣ୍ଡିଆ ବା CCI ।ପ୍ଲେ ଷ୍ଟୋର ନୀତିରେ ଗୁଗଲର ଦବଦବା ରହିଥିବା ବେଳେ ଏହାକୁ କମ୍ପାନୀ ନିଜର ଫାଇଦା ପାଇଁ ଅପବ୍ୟବହାର କରୁଛି ।

ଏଥିପାଇଁ ସଂସ୍ଥା ଉପରେ ୯୩୬.୪୪ କୋଟି ଟଙ୍କାର ଜୋରିମାନା ଲଗାଇଛି ସିସିଆଇ ।ତେବେ ସପ୍ତାହ ତଳେ ଗୁଗଲ ଉପରେ ସିସିଆଇ ୧୩୩୮ କୋଟି ଟଙ୍କା ଜୋରିମାନା ଲାଗୁ କରିଥିଲା । ଏହାସହ ବେଆଇନ ବ୍ୟବସାୟିକ କାର୍ଯ୍ୟକଳାପ ବନ୍ଦ କରିବାକୁ ମଧ୍ୟ ଗୁଗଲକୁ ନିର୍ଦ୍ଦେଶ ଦିଆଯାଇଥିଲା ।

Related posts

୨୪ ହଜାର କିଲୋମିଟର ସାଇକେଲ ଯାତ୍ରା

Odisha Halchal

ଭାଉଜକୁ ବିବାହ କଲା ଦିଅର

Odisha Halchal

ମାନସ ସ୍ୱାଇଁ ହତ୍ୟା ମାମଲା : ଘଟଣାରେ ଆଉ ଜଣେ ମହିଳାଙ୍କ ସଂପୃକ୍ତି

Odisha Halchal

Leave a Comment