ଓଡ଼ିଶା ଖବରନ୍ୟୁଜ୍

କୁକୁର କାମୁଡା ରେ ଜଣେ ମୃତ 12ଗୁରୁତର

କୁକୁର କାମୁଡା ରେ ଜଣେ ମୃତ 12ଗୁରୁତର

କୁକୁର କାମୁଡା ରେ ଜଣେ ମୃତ 12ଗୁରୁତର । ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଳକ ଅନ୍ତର୍ଗତ ବାରିପଟା ପଞ୍ଚାୟତରେ ଏକ ପାଗଳା କୁକୁର ଆତଙ୍କ ପହଞ୍ଚାଇଛି ।ଭୋର୫ ଠାରୁ ବାଲିପଟାଓ କଲଙ୍ଗାପାଲି ଗାଁ ରେ ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଛି ।

ପ୍ରଥମେ ଜଣେ ମହିଳାଙ୍କୁ କଲଙ୍ଗାପାଲି ଗାଁରେ ଆକ୍ରମଣ କରି ଲହୁଲୁହାଣ କରିବାପରେ ପରେ ବାଲିପଟା ଗାଁରେ ତିନି ବର୍ଷ ଶିଶୁ କୁ ସମେତ ସମୁଦାୟ ୧୩ ଜଣ ଆକ୍ରମଣ କରିବା ପରେ ଜଣେ ପରେ ଜଣେ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ମୃତକ ଜଣକୁ ହେଲେ ଗୁଦାମ ମୁଣ୍ଡା ଙ୍କ ଝିଅ ଦିପା ମୁଣ୍ଡା ବୋଲି ଜଣାପଡିଛି ।ବର୍ତ୍ତମାନ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନଥିବା ବେଳେ କୁକୁର କୁ ଗ୍ରାମବାସୀ ମାରିଦେଇଥିବା ସୂଚନା ମିଳିଛି ।

Related posts

ଭାଇ ହେଲା ଭଗାରୀ, ସାନ ଭାଇକୁ ହତ୍ୟା କଲେ ୩ ବଡ ଭାଇ

Odisha Halchal

ପଳାତକ ବିଜୟ ମାଲ୍ୟା, ନିରବ ମୋଦୀ ଏବଂ ମେହୁଲ ଚୋକସିଙ୍କଠାରୁ ୧୮,୦୦୦ କୋଟି ଟଙ୍କା ଉଦ୍ଧାର କରିଛି ବ୍ୟାଙ୍କ

Odisha Halchal

ଭୁଲିଗଲା ସ୍ନେହ ଓ ମମତା, ଜନ୍ମକଲା ମା’ଙ୍କୁ କୁରାଢିରେ ହାଣିଲା ପୁଅ

Odisha Halchal

Leave a Comment