ଓଡ଼ିଶା ଖବରନ୍ୟୁଜ୍

ଶଶୁର ଘର ହେଲା ବୋହୂ କୁ ମନା

ଶଶୁର ଘର ହେଲା ବୋହୂ କୁ ମନା

ଶାସ ଶଶୁରଙ୍କ ଦବଙ୍ଗ ଗିରି ନିଜ ପୁଅକୁ ଏଣ୍ଟ୍ରି ହେଲେ ବହୁକୁ ନୋ ଏଣ୍ଟ୍ରି ଏପରି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ର ଚୁଡପାଲି ଗ୍ରାମପଞ୍ଚାୟତ ଠାରେ।

ଗତ 2016 ମସିହାରେ ନିଜର ଦିଅର ସହିତ ଗୁଜୁରାଟ କୁ ଫେରାର ମାରିଥିଲେ ମମତା ଓ ସେଠାରେ ପରିଶ୍ରମ କରି ଦୁହେଁ ନିଜର ପେଟ ପୋଶୁଥିଲେ ହେଲେ ହଠାତ୍ ତାଙ୍କ ସ୍ଵାମୀ ଟିବି ରୋଗରେ ଆକ୍ରାନ୍ତ ହେଲେ ଓ ଅସୁସ୍ଥ ହୋଇପଡିଥିଲେ ।

ମମତା ତାଙ୍କୁ କିଛି ଚିକିତ୍ସା କରାଇ ବଲାଙ୍ଗିର କୁ ଫେରିଆସିଥିଲେ ହେଲେ ମମତାଙ୍କ ସାସ ଶଶୁର ଖାଲି ତାଙ୍କ ପୁଅକୁ ଗ୍ରହଣ କଲେ ଏବଂ ତାଙ୍କ ବୋହୁ କୁ ଗ୍ରହଣ ନକରି ଘରେ ମଧ୍ୟ ପସାଇ ଦେଲେ ନି ବୋଲି ଆଜି ମମତା ଥାନାର ଦୁଆରସ୍ତ ହୋଇଛନ୍ତି ଓ ତାଙ୍କୁ ନ୍ୟାମିଲୁ ବୋଲି F.I.R ମଧ୍ୟ ଦେଇଛନ୍ତି .

Related posts

ଟର୍ଚ୍ଚ ଲାଇଟରେ ଚାଲିଛି ସ୍ୱାସ୍ଥ୍ୟ ସେବା

Odisha Halchal

ଝାଡ଼ୁକଲା ବେଳେ ଜେଲ୍‌ରୁ ଖସିଗଲା ଅଭିଯୁକ୍ତ

Odisha Halchal

ଶ୍ରମିକ ଜୀବନ୍ତ ନିଆଁ ଲାଗି ଦଗ୍ଧ

Odisha Halchal

Leave a Comment