ଅପରାଧଓଡ଼ିଶା ଖବରନ୍ୟୁଜ୍ମନୋରଞ୍ଜନ

ବ୍ଲାକମେଲ କ୍ୱିନ ଅର୍ଚ୍ଚନାଙ୍କ ଉପରେ ନିର୍ମାଣ ହେବ ଫିଲ୍ମ

ବ୍ଲାକମେଲ କ୍ୱିନ ଅର୍ଚ୍ଚନାଙ୍କ ଉପରେ ନିର୍ମାଣ ହେବ ଫିଲ୍ମ

ବ୍ଲାକମେଲ କ୍ୱିନ ଅର୍ଚ୍ଚନାଙ୍କ ଉପରେ ନିର୍ମାଣ ହେବ ଓଡ଼ିଆ ଫିଲ୍ମ । ପ୍ରଯୋଜକ ଶ୍ରୀଧର ମାର୍ଥା ଏହି ଫିଲ୍ମ ତିଆରି କରିବାକୁ ପ୍ରସ୍ତୁତ ହେଉଥିବା ଜଣାପଡିଛି। ଏନେଇ ପ୍ରତିକ୍ରିୟା ରଖି ପ୍ରଯୋଜକ ଶ୍ରୀଧର ମାର୍ଥା କହିଛନ୍ତି।

ସେ କହିଛନ୍ତି ଯେ, ସମାଜରେ ଘଟୁଥିବା ଘଟଣାବଳୀକୁ ନେଇ ନିର୍ମାଣ ହେବ ଫିଲ୍ମ। ଅର୍ଚ୍ଚନାଙ୍କ ଉପରେ ନିର୍ମାଣ ହେଉଥିବା ଏହି ଫିଲ୍ମର ନାଁ ମାୟାବିନୀ ରହିବ ବୋଲି ଜଣାପଡିଛି ।

ତେବେ ମାୟାବିନୀଙ୍କ ମାୟା ଜାଲରେ କିପରି ରାଜନେତା, ବିଲଡର ଓ ହାଇପ୍ରୋଫାଇଲ ବ୍ୟକ୍ତି ପଡିଛନ୍ତି ତାକୁ ନେଇ ନିର୍ମାଣ ହେବାକୁ ଯାଉଛି ଏହି ଫିଲ୍ମ ।

Related posts

ପ୍ରଥମ ତମ ପାତାଳେଶ୍ଵର ମହୋତ୍ସବ ଉଦଘାଟନ

Odisha Halchal

ପୁରୀ ମୁଖ୍ୟ କେନାଲରେ କୁମ୍ଭୀର ଆତଙ୍କ, ଭୟରେ ସ୍ଥାନୀୟ ବାସିନ୍ଦା

Odisha Halchal

ସ୍ୱାସ୍ଥ୍ୟ କର୍ମଚାରୀ ଙ୍କ ମୃତ୍ୟୁ କୁ ନେଇ ଉତ୍ତେଜନା

Odisha Halchal

Leave a Comment