ନକ୍ସଲ ହମଲା, ୩ ସିଆର୍‌ପିଏଫ୍‌ ଯବାନ ସହିଦ୍‌

0
103
ନକ୍ସଲ ହମଲା, ୩ ସିଆର୍‌ପିଏଫ୍‌ ଯବାନ ସହିଦ୍‌
ନକ୍ସଲ ହମଲା, ୩ ସିଆର୍‌ପିଏଫ୍‌ ଯବାନ ସହିଦ୍‌

ନକ୍ସଲ ହମଲାରେ ୩ CRPF ଯବାନ ସହିଦ ହୋଇଛନ୍ତି। ନୂଆପଡ଼ା ଜିଲ୍ଲା ବୋଡେନ୍‌ ବ୍ଲକ୍‌ ପାଟଧରା ସଂରକ୍ଷିତ ଜଙ୍ଗଲରେ ଏହି ହମଲା ହୋଇଛି।

ଯବାନମାନେ ଗୋଟିଏ କ୍ୟାମ୍ପରୁ ଅନ୍ୟ କ୍ୟାମ୍ପକୁ ଯିବା ବେଳେ ହମଲା ହୋଇଛି। ଏବେ ମଧ୍ୟ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଚାଲିଥିବା ସୂଚନା ମିଳିଛି।

ଖବର ପାଇଁ ଦକ୍ଷିରାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ଓ ନୂଆପଡ଼ା ଏସ୍‌ପି ଘଟଣା ସ୍ଥଳକୁ ଯାଉଛନ୍ତି।

LEAVE A REPLY

Please enter your comment!
Please enter your name here

This site uses Akismet to reduce spam. Learn how your comment data is processed.