ଅପରାଧଖେଳଦେଶ ବିଦେଶନ୍ୟୁଜ୍

କବାଡି ମ୍ୟାଚ୍‌ ବେଳେ ଅଘଟଣ ଗୁଳିମାଡରେ ସନ୍ଦୀପ ମୃତ

ଆନ୍ତର୍ଜାତିକ କବାଡ଼ି ଖେଳାଳି ସନ୍ଦୀପ ନଙ୍ଗଲଙ୍କୁ ଗୁଳି କରି ହତ୍ୟା। କବାଡି ମ୍ୟାଚ୍‌ ଚାଲିଥିବା ବେଳେ ଏହି ବଡ଼ ଅଘଟଣ ଘଟିଛି। ସନ୍ଦୀପଙ୍କ ମୁଣ୍ଡ ଓ ଛାତିକୁ ଲକ୍ଷ୍ୟ କରି ପ୍ରାୟ ୨୦ ରାଉଣ୍ଡ ଗୁଳି ମାଡ଼ ହୋଇଥିବା ଜଣାପଡ଼ିଛି। ସେଥିରୁ ପ୍ରାୟ ୮ରୁ ୧୦ଟି ବୁଲେଟ ମାଡ଼ ହୋଇଥିବା ପୁଲିସ୍‌ ସନ୍ଦେହ କରୁଛି।

Related posts

ଓଡ଼ିଶା ଆସିଛନ୍ତି WHO ଟିମ

Odisha Halchal

ପଣା ସଂକ୍ରାନ୍ତି ଉପଲକ୍ଷେ ଟ୍ରାକ୍ଟର ମାଲିକଙ୍କ ତରଫରୁ ଜଳଛତ୍ର

Odisha Halchal

ତାଲା ଭାଙ୍ଗି ଲକ୍ଷ୍ୟlଧିକ ଟଙ୍କା ଚୋରି

Odisha Halchal

Leave a Comment