ଅପରାଧଓଡ଼ିଶା ଖବରନ୍ୟୁଜ୍

ଏନ୍. ଏ. ସି କାର୍ଯ୍ୟାଳୟ ରେ ତାଲା ପକାଇ ଲେ ମହିଲା

ଏନ୍. ଏ. ସି କାର୍ଯ୍ୟାଳୟ ରେ ତାଲା ପକାଇ ଲେ ମହିଲା

ସୁବର୍ଣ୍ଣପୁର ଜିଲ୍ଲାର ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ କୁ ତାଲା ମାରିଲେ ମେନ୍ ପାୱାର ଠିକା କର୍ମଚାରୀ । ୨ମାସ ର ଦରମା ଓ EPF ଟଙ୍କା ଜମା ନ ହେଉଥିବା ଅଭିଯୋଗରେ ମାରିଛନ୍ତି ତାଲା।

ଏମ୍ ପାୱାର ନାମକ ଏକ ଘରୋଇ କମ୍ପାନୀ ଅଧୀନରେ ଅଛନ୍ତି ଠିକା କର୍ମଚାରୀ। ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ କମ୍ପାନୀ ଶୁଣୁନଥିବା ହୋଇଛି ଅଭିଯୋଗ। ଆଜି କମ୍ପାନୀର ବୈମାତୃକ ମନୋଭାବ ଯୋଗୁଁ ଦେଖିବାକୁ ମିଳିଛି ଏମିତି ଅଭାବନିୟ ଘଟଣା।

Related posts

ପ୍ରେମିକକୁ ଲୁଟି ଉଲଗ୍ନ କରି ଛାଡ଼ିଦେଲା ପ୍ରେମିକା

Odisha Halchal

କଟକର ରୁପା ତାରକସୀକୁ ଜିଆଇ ମାନ୍ୟତା

Odisha Halchal

ଅଧିଷ୍ଠାତ୍ରୀ ଦେବୀ ମା ଭଣ୍ଡାର ଘରଣୀ ଙ୍କ ବାସନ୍ତୀକ ନବରାତ୍ର ପୂଜା

Odisha Halchal

Leave a Comment