Tuesday, August 9, 2022
Homeଅପରାଧଏନ୍. ଏ. ସି କାର୍ଯ୍ୟାଳୟ ରେ ତାଲା ପକାଇ ଲେ ମହିଲା

ଏନ୍. ଏ. ସି କାର୍ଯ୍ୟାଳୟ ରେ ତାଲା ପକାଇ ଲେ ମହିଲା

ସୁବର୍ଣ୍ଣପୁର ଜିଲ୍ଲାର ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ କୁ ତାଲା ମାରିଲେ ମେନ୍ ପାୱାର ଠିକା କର୍ମଚାରୀ । ୨ମାସ ର ଦରମା ଓ EPF ଟଙ୍କା ଜମା ନ ହେଉଥିବା ଅଭିଯୋଗରେ ମାରିଛନ୍ତି ତାଲା।

ଏମ୍ ପାୱାର ନାମକ ଏକ ଘରୋଇ କମ୍ପାନୀ ଅଧୀନରେ ଅଛନ୍ତି ଠିକା କର୍ମଚାରୀ। ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ କମ୍ପାନୀ ଶୁଣୁନଥିବା ହୋଇଛି ଅଭିଯୋଗ। ଆଜି କମ୍ପାନୀର ବୈମାତୃକ ମନୋଭାବ ଯୋଗୁଁ ଦେଖିବାକୁ ମିଳିଛି ଏମିତି ଅଭାବନିୟ ଘଟଣା।

RELATED ARTICLES

LEAVE A REPLY

Please enter your comment!
Please enter your name here

This site uses Akismet to reduce spam. Learn how your comment data is processed.

- Advertisment -spot_img

ଲୋକପ୍ରିୟ ଖବର