ଓଡ଼ିଶା ଖବରନ୍ୟୁଜ୍

ଭେଷଜ ନିୟନ୍ତ୍ରକ ଙ୍କୁ ନୂଆବର୍ଷ ଶୁଭେଚ୍ଛା ଜଣାଇଲେ ଛତ୍ରପୁର ର ଔଷଧ ଦୋକାନୀ ସଂଘ

ଭେଷଜ ନିୟନ୍ତ୍ରକ ଙ୍କୁ ନୂଆବର୍ଷ ଶୁଭେଚ୍ଛା ଜଣାଇଲେ ଛତ୍ରପୁର ର ଔଷଧ ଦୋକାନୀ ସଂଘ

ଛତ୍ରପୁର:-(ରିପୋର୍ଟ :-ଗୌର ପ୍ରାସାଦ ମହାପାତ୍ର) ଛତ୍ରପୁର ଔଷଧ ଦୋକାନ ସଂଘ ପକ୍ଷରୁ ଗଞ୍ଜାମ ଜିଲ୍ଲାର ଭେଷଜ ନିୟନ୍ତ୍ରକ ଲଲିତ କୁମାର ସାହୁ ଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି

ଛତ୍ରପୁର ର ଔଷଧ ଦୋକାନୀ ସଂଘ। ସଂଘ ରେ ସଭାପତି ବିଜୟ ଚନ୍ଦ୍ର ସେନାପତି,ସମ୍ପାଦକ ରାଜେଶ୍ କୁମାର ସାହୁ,କୋଷାଧ୍ୟକ୍ଷ ମନରଂଜନ୍ ପଣ୍ଡା,କୃଷ୍ଣଚନ୍ଦ୍ର ମେଡିକାଲ୍ ଷ୍ଟୋର, ସତ୍ୟ ନାରାୟଣ ଡ୍ରଗ୍ , ଶାନ୍ତି ମେଡିକାଲ୍ ଷ୍ଟୋର, ଅନପୂର୍ଣା ମେଡିକାଲ ଷ୍ଟୋର,

ଗୁରୁଦେବ ମେଡିକାଲ୍ ଷ୍ଟୋର, କାଳୁଆ ମେଡିକାଲ୍ ଷ୍ଟୋର, ଲାଇଫ୍ ଲାଇନ ମେଡିକାଲ୍ ଷ୍ଟୋର ଓ ଅନ୍ୟ ମେଡିକାଲ୍ ଷ୍ଟୋର ର ମାଲିକ ମାନେ ଉପସ୍ଥିତ ଥିଲେ।

Related posts

ମିଛୁଆ ଡାକ୍ତର ମାଡାମ କାର୍ନାମା

Odisha Halchal

ଅଜଣା ଡମ୍ଫର ଧକ୍କାରେ ଦମ୍ପତି ମୃତ

Odisha Halchal

ଟେଡରୋସ ଅଦନୋମ କ୍ରମାଗତ ଦ୍ୱିତୀୟ ଥର ପାଇଁ ହେଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ

Odisha Halchal

Leave a Comment