ଅପରାଧଓଡ଼ିଶା ଖବରନ୍ୟୁଜ୍

ନକଲି ଡାକ୍ତର ରମେଶ ସ୍ୱାଇଁଙ୍କର ହେବ ମିଛ ଧରା ପରୀକ୍ଷା, ଧରାପଡିବ ଠକେଇ ଗୁମର

ନକଲି ଡାକ୍ତର ରମେଶ ସ୍ୱାଇଁଙ୍କର ହେବ ମିଛ ଧରା ପରୀକ୍ଷା, ଧରାପଡିବ ଠକେଇ ଗୁମର

୧୮ ଜଣ ପତ୍ନୀ ଥିବା ନକଲି ଡାକ୍ତର ରମେଶ ସ୍ୱାଇଁ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ନକଲି ଡାକ୍ତର ନାଁରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ତେବେ ପୋଲିସ ଏହାର ତଦନ୍ତ ଜାରି ରଖିଛି ।

ଏହାରି ଭିତରେ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କର ହେବ ମିଛ ଧରା ପରୀକ୍ଷା । ଆଜି ଲାଏ ଡିଟେକ୍ସନ ଟେଷ୍ଟ କରାଯିବ ବୋଲି ଜଣାପଡିଛି । ଏହି ଘଟଣାରେ ନକଲି ଡାକ୍ତର ରମେଶ ସମେତ ତାଙ୍କର ଭିଣେଇ, ଭଉଣୀ ଓ ଡ୍ରାଇଭର ଏହି ଘଟଣାରେ ସମ୍ପୃକ୍ତ ଥିବା ଜଣାପଡିଥିଲା ।

ସମସ୍ତଙ୍କୁ ତଦନ୍ତ ପରିସର ଭୁକ୍ତ ପୋଲିସ କରିଥିଲା । ନିକଟରେ ଡାକ୍ତରଙ୍କ କିଛି ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲେ । ଭିଡିଓରେ ଅନେକ ସମୟରେ କିଭଳି ନକଲି ଡାକ୍ତର ଅଭିନୟ କରି ଲୋକଙ୍କୁ ଲୁଟୁଥିଲା ତାହା ଦେଖିବାକି ମିଳିଥିଲା ।

Related posts

ଅନ୍ଧାର ରାତିରେ ଫରେଷ୍ଟର ମାଥି ହାଁସଦାଙ୍କୁ ଗୁଳି

Odisha Halchal

ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ଆହତ

Odisha Halchal

ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ୬୫ବର୍ଷର ବୃଦ୍ଧ ଗିରଫ

Odisha Halchal

Leave a Comment