ଅପରାଧଓଡ଼ିଶା ଖବରନ୍ୟୁଜ୍

ବେଆଇନ୍‌ ବାଲି ଚାଲାଣ ବେଳେ ତହସିଲଦାରଙ୍କ ଚଢ଼ାଉ

ବେଆଇନ୍‌ ବାଲି ଚାଲାଣ ବେଳେ ତହସିଲଦାରଙ୍କ ଚଢ଼ାଉ

ବେଆଇନ୍‌ ବାଲି ଚାଲାଣ ବେଳେ ତହସିଲଦାରଙ୍କ ଚଢ଼ାଉ, ୩ ଟି ଲୋଡର, ୩ ଟି ଟ୍ରାକ୍ଟର ଓ ୨ଟି ଡ଼ମ୍ଫର ଜବତ
ନୀଳଗିରି ତହସିଲ ଅଧିନ ନରସିଂହପୁର ପଞ୍ଚାୟତ ନିକଟ ସୋନ ନଦୀରୁ ବେଆଇନ ବାଲି ଉତ୍ତୋଳନ ବେଳେ ନୀଳଗିରି ତହସିଲଦାରଙ୍କ ନେତୃତ୍ୱରେ ରାଜସ୍ବ ବିଭାଗ ଓ ପୋଲିସର ଚଢ଼ାଉ ।

ଚଢ଼ାଉ ବେଳେ କିଛି ଗାଡି ଓ ବାଲି ମାଫିଆ ଚମ୍ପଟ ମାରିଥିବା ବେଳେ ୩ ଟି ଲୋଡର, ୩ ଟି ଟ୍ରାକ୍ଟର ଓ ୨ଟି ଡ଼ମ୍ଫର ଜବତ କରାଯାଇଛି। ସୋନ ନଦୀର ବିଭିନ୍ନ ସ୍ଥାନରେ ବେଆଇନ ଚୋରା ବାଲି ଲୁଟ ହେଉଥିବାର ବିଭିନ୍ନ ସମୟରେ ଅଭିଯୋଗ ହେଉଥିବା ବେଳେ ଲକ୍ଷାଧିକ ଟଙ୍କାର ରାଜସ୍ବ କ୍ଷତି ହେଉଥିଲା। ପ୍ରଶାସନର କାର୍ଯ୍ୟ ଦକ୍ଷତା କୁ ନେଇ ପ୍ରଶ୍ନ ଉଠାଇଥିଲେ ବୁଦ୍ଧିଜୀବୀ।

Related posts

ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ

Odisha Halchal

ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ମିଳିଲା ଅନ୍ତରୀଣ ଜାମିନ

Odisha Halchal

ମଦର ଟେରେସା ସେବା ସଂଗଠନ ର ଭରଚୁଆଲ ବୈଠକ

Odisha Halchal

Leave a Comment