Sunday, October 2, 2022
Homeଅପରାଧନକଲି ଡାକ୍ତର ରମେଶ ସ୍ୱାଇଁଙ୍କର ହେବ ମିଛ ଧରା ପରୀକ୍ଷା, ଧରାପଡିବ ଠକେଇ ଗୁମର

ନକଲି ଡାକ୍ତର ରମେଶ ସ୍ୱାଇଁଙ୍କର ହେବ ମିଛ ଧରା ପରୀକ୍ଷା, ଧରାପଡିବ ଠକେଇ ଗୁମର

୧୮ ଜଣ ପତ୍ନୀ ଥିବା ନକଲି ଡାକ୍ତର ରମେଶ ସ୍ୱାଇଁ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ନକଲି ଡାକ୍ତର ନାଁରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ତେବେ ପୋଲିସ ଏହାର ତଦନ୍ତ ଜାରି ରଖିଛି ।

ଏହାରି ଭିତରେ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କର ହେବ ମିଛ ଧରା ପରୀକ୍ଷା । ଆଜି ଲାଏ ଡିଟେକ୍ସନ ଟେଷ୍ଟ କରାଯିବ ବୋଲି ଜଣାପଡିଛି । ଏହି ଘଟଣାରେ ନକଲି ଡାକ୍ତର ରମେଶ ସମେତ ତାଙ୍କର ଭିଣେଇ, ଭଉଣୀ ଓ ଡ୍ରାଇଭର ଏହି ଘଟଣାରେ ସମ୍ପୃକ୍ତ ଥିବା ଜଣାପଡିଥିଲା ।

ସମସ୍ତଙ୍କୁ ତଦନ୍ତ ପରିସର ଭୁକ୍ତ ପୋଲିସ କରିଥିଲା । ନିକଟରେ ଡାକ୍ତରଙ୍କ କିଛି ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲେ । ଭିଡିଓରେ ଅନେକ ସମୟରେ କିଭଳି ନକଲି ଡାକ୍ତର ଅଭିନୟ କରି ଲୋକଙ୍କୁ ଲୁଟୁଥିଲା ତାହା ଦେଖିବାକି ମିଳିଥିଲା ।

RELATED ARTICLES

LEAVE A REPLY

Please enter your comment!
Please enter your name here

This site uses Akismet to reduce spam. Learn how your comment data is processed.

- Advertisment -spot_img

ଲୋକପ୍ରିୟ ଖବର