ଓଡ଼ିଶା ଖବରନ୍ୟୁଜ୍

ଜାତୀୟ ରାଜପଥ ରେ ଟ୍ରକ ଏବଂ ବାଇକ ମୁହାଁ ମୁହିଁ

ଜାତୀୟ ରାଜପଥ ରେ ଟ୍ରକ ଏବଂ ବାଇକ ମୁହାଁ ମୁହିଁ

ନୂଆପଡ଼ା:- (ରିପୋର୍ଟ-ଚେତୁରାମ ପ୍ରଧାନୀ)ବର୍ତମାନର ବଡ ଖବର ନୂଆପଡ଼ା ଜିଲ୍ଲା ,କୋମନା ଥାନା କ୍ରିଷ୍ଣା ଗାଁ ନିକଟ 353 ଜାତୀୟ ରାଜପଥ ରେ ଟ୍ରକ ଏବଂ ବାଇକ ମୁହାଁ ମୁହିଁ , ଘଟଣା ସ୍ଥଳରେ ରେ ଚାରିଜଣ ମୃତ୍ୟୁ, ମୃତକଙ୍କ ମଧ୍ୟରେ ତିନି ଜଣ ଯୁବକ ଏବଂ ଜଣେ ଶିଶୁ ଥିବା ସୂଚନା ,ଜଣେ ମହିଳା ଗୁରୁତର ।ଗୁରୁତର ମହିଳାଙ୍କୁ କୋମନା ଡାକ୍ତର ଖାନାରୁ ନୂଆପଡା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି ।

Related posts

ଦବଙ୍ଗ ଷ୍ଟାଇଲ ଓ ବେଖତିର୍ ରେ ଚୋରି

Odisha Halchal

ରାଜ୍ୟପାଳ ପୁରସ୍କାର ପାଇଲେ ଜିଲ୍ଲା ଶିକ୍ଷାଧିକାରୀ

Odisha Halchal

ଭଟିଗାଁ ରାନିଯୋର ବ୍ରିଜ ତଳୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ଶିକ୍ଷକଙ୍କ ନାମରେ ହତ୍ୟା ଅଭିଯୋଗ

Odisha Halchal

Leave a Comment