ଅପରାଧଓଡ଼ିଶା ଖବରନ୍ୟୁଜ୍

ଦବଙ୍ଗ ଷ୍ଟାଇଲ ଓ ବେଖତିର୍ ରେ ଚୋରି

ଦବଙ୍ଗ ଷ୍ଟାଇଲ ଓ ବେଖତିର୍ ରେ ଚୋରି

ବଲାଙ୍ଗିର:-(ରିପୋର୍ଟ:-ଦୀପକ୍ ପାଲ୍ )ଜିଲ୍ଲା ର ରମାଇଁ ଟକିଜ୍ ପାଖରେ ଥିବା ଦୁଇଟି ଦୋକାନରୁ ଚୋରୀ ଘଟଣା ଜିଲ୍ଲା ରେ ଚାନ୍ଚଲ୍ୟ ସୃଷ୍ଟି କରିଦେଇଛି ବଲାଙ୍ଗିର ଜିଲ୍ଲା ର ରାମାଇଁ ଟକିଜ୍ ପାଖରେ ଥିବା ଚାନ୍ଦ କିରାଣା ଷ୍ଟୋର୍ ଓ ବଲାଙ୍ଗିର ଫୋଟୋ ଷ୍ଟଡିଓ ରୁ ଚୋରି ଘଟଣା ସାମ୍ନା କୁ ଆସିଛି ।

ବଲାଙ୍ଗିର ଜିଲ୍ଲାର ସିନେମା ହଲ୍ ଛକ କହିଲେ ସମସ୍ତେ ଜାଣନ୍ତି ଆଉ ସବୁବେଳେ ଗହଳି ମଧ୍ୟ ଥାଏ । ହେଲେ କରକୁ ସବୁ ସୂତ୍ର ଜଣା ରାତି ଅଧରେ ପ୍ରାୟ ବାରଟା ତିରିସ୍ ମିନିଟ୍ ସମୟରେ ଦବଙ୍ଗ୍ ଷ୍ଟାଇଲ ରେ ଛାତ ଭଙ୍ଗୀ ଭିତରକୁ ପଶି କେମିତି ଚୋରି କରୁଛି। ଆସନ୍ତୁ ଚୋରିକରୁଥିବା cc tv footage ଉପରେ ନଜର ପକେଇବା ଚୋରିକରିବର cctv footage ଆମ ଓଡ଼ିଶା ହାଲଚାଲ ନୀଉଜ୍ କେନାଲ ହାତରେ ଲାଗିଛି ଆଉ କେମିତି ବିନାଭୟରେ କେମିତି ଚୋରିକରୁଛି ଦେଖିବା।

ପ୍ରତିଦିନ ଭଳି ଗତକାଲି ରାତି ସାଢ଼େ ନଅ ଟାରେ ଦୋକାନ ବନ୍ଦ କରି ରୋଶନ ଲାଲ ଘରକୁ ଫେରିଥିଲେ । ସକାଳୁ ୭ଟାରେ ଦୋକାନ ଖୋଲିବାକୁ ଆସି ଦେଖିବାରୁ ଦୋକାନର ଟିଣ ଛାତ ଫାଡ଼ି ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ତୁରନ୍ତ ଥାନାକୁ ଯାଇ ଅଭିଯୋଗ କରିଥିଲେ । ପୋଲିସ ଘଟଣାସ୍ଥଳକୁ ପହଂଚି ତଦନ୍ତ ଆରମ୍ଭ କରିଛି ।

ଦୋକାନରୁ କେତେ ମାତ୍ରାର ସାମଗ୍ରୀ ଚୋରି ହୋଇଛି ତାହା ହିସାବ କଲା ପରେ ଜଣାପଡିବ ବୋଲି ରୋଶନ ଲାଲ ଜୈନ କହିଛନ୍ତି । ତେବେ ଦୋକାନ ଛାତ ଟିଣ ଫାଡ଼ି ଚୋରି କରାଯାଇଥିବା ଅଂଚଳରେ ଦ୍ଵିତୀୟ ଘଟଣା । କିଛି ଦିନ ପୂର୍ବରୁ ସମାନ ଢଙ୍ଗରେ ସମଲେଶ୍ୱରୀ ମନ୍ଦିର ନିକଟସ୍ଥ ଏକ ସୁନା ଦୋକାନରେ ମଧ୍ୟ ଚୋରି ହୋଇଥିଲା।।

Related posts

ଦିବ୍ୟାଙ୍ଗ ପୁଅର ଆଶା ବାଡ଼ି ସାଜିଛନ୍ତି ବାପା

Odisha Halchal

ମିହିରଙ୍କ ପରିବାରକୁ ପୁଣି ମାଡ଼ି ଆସିଛି ଆଉ ଏକ ବଡ଼ ଦୁଃଖ ଖବର

Odisha Halchal

ଓଡ଼ିଶା ସ୍କୁଲ୍ କଲେଜ୍ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି,ନବରଙ୍ଗପୁର ପକ୍ଷରୁ ଆଠ ଦଫା ଦାବି ପତ୍ର ପ୍ରଦାନ

Odisha Halchal

Leave a Comment