Tuesday, August 9, 2022
Homeଓଡ଼ିଶା ଖବରଜାତୀୟ ରାଜପଥ ରେ ଟ୍ରକ ଏବଂ ବାଇକ ମୁହାଁ ମୁହିଁ

ଜାତୀୟ ରାଜପଥ ରେ ଟ୍ରକ ଏବଂ ବାଇକ ମୁହାଁ ମୁହିଁ

ନୂଆପଡ଼ା:- (ରିପୋର୍ଟ-ଚେତୁରାମ ପ୍ରଧାନୀ)ବର୍ତମାନର ବଡ ଖବର ନୂଆପଡ଼ା ଜିଲ୍ଲା ,କୋମନା ଥାନା କ୍ରିଷ୍ଣା ଗାଁ ନିକଟ 353 ଜାତୀୟ ରାଜପଥ ରେ ଟ୍ରକ ଏବଂ ବାଇକ ମୁହାଁ ମୁହିଁ , ଘଟଣା ସ୍ଥଳରେ ରେ ଚାରିଜଣ ମୃତ୍ୟୁ, ମୃତକଙ୍କ ମଧ୍ୟରେ ତିନି ଜଣ ଯୁବକ ଏବଂ ଜଣେ ଶିଶୁ ଥିବା ସୂଚନା ,ଜଣେ ମହିଳା ଗୁରୁତର ।ଗୁରୁତର ମହିଳାଙ୍କୁ କୋମନା ଡାକ୍ତର ଖାନାରୁ ନୂଆପଡା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

This site uses Akismet to reduce spam. Learn how your comment data is processed.

- Advertisment -spot_img

ଲୋକପ୍ରିୟ ଖବର