ଅପରାଧଓଡ଼ିଶା ଖବରନ୍ୟୁଜ୍

ଘରୋଇ କଳହରୁ ଅଭାବନୀୟ କାଣ୍ଡ

ଘରୋଇ କଳହରୁ ଅଭାବନୀୟ କାଣ୍ଡ

ବାରିପଦା ଟାଉନଥାନା ଅନ୍ତର୍ଗତ ଗାଙ୍ଗରାଜ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଘରୋଇ କଳହକୁ କେନ୍ଦ୍ରକରି ଶ୍ୱଶୁରର କୁରାଢୀ ଚୋଟରେ ଜ୍ବାଇଁ ଗୁରତର ହୋଇଛି ।

ପରେ ଶ୍ୱଶୁର ଦାମଦୋର ପୃଷ୍ଟି ଥାନାରେ ଆତ୍ମସମର୍ପଣ କରିଥିବା ବେଳେ ଜ୍ବାଇଁ ଶ୍ୟାମସୁନ୍ଦର ଧଳକୁ ଗୁରୁତର ଅବସ୍ଥାରେ ବାରିପଦା P.R.M. ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

Related posts

ରକ୍ତ ସମ୍ପର୍କରେ ପାପର ଛିଟା, ଝିଆରୀକୁ ଗର୍ଭବତୀ କଲା କକା

Odisha Halchal

ପିଡିଏସ ଚାଉଳ ବଣ୍ଟନର ପୁଣି କଲେଙ୍କାରୀ ଅଧ୍ୟାୟ

Odisha Halchal

ବଣୁଆ ଘୁଷୁରୀର କଞ୍ଚା ମାଂସ ଜବତ

Odisha Halchal

Leave a Comment