Wednesday, October 5, 2022
Homeଅପରାଧଘରୋଇ କଳହରୁ ଅଭାବନୀୟ କାଣ୍ଡ

ଘରୋଇ କଳହରୁ ଅଭାବନୀୟ କାଣ୍ଡ

ବାରିପଦା ଟାଉନଥାନା ଅନ୍ତର୍ଗତ ଗାଙ୍ଗରାଜ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଘରୋଇ କଳହକୁ କେନ୍ଦ୍ରକରି ଶ୍ୱଶୁରର କୁରାଢୀ ଚୋଟରେ ଜ୍ବାଇଁ ଗୁରତର ହୋଇଛି ।

ପରେ ଶ୍ୱଶୁର ଦାମଦୋର ପୃଷ୍ଟି ଥାନାରେ ଆତ୍ମସମର୍ପଣ କରିଥିବା ବେଳେ ଜ୍ବାଇଁ ଶ୍ୟାମସୁନ୍ଦର ଧଳକୁ ଗୁରୁତର ଅବସ୍ଥାରେ ବାରିପଦା P.R.M. ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

This site uses Akismet to reduce spam. Learn how your comment data is processed.

- Advertisment -spot_img

ଲୋକପ୍ରିୟ ଖବର