ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

ଗାଡିଚାଳକ ସାବଧାନ ! ଶୀଘ୍ର ଲଗାନ୍ତୁ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ନମ୍ବର ପ୍ଲେଟ୍

ଗାଡିଚାଳକ ସାବଧାନ ! ଶୀଘ୍ର ଲଗାନ୍ତୁ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ନମ୍ବର ପ୍ଲେଟ୍

ଗାଡିଚାଳକ ସାବଧାନ ! ଆପଣଙ୍କ ଅସାବଧାନତା ପାଇଁ ଆପଣ ଗଣି ପାରନ୍ତି ମୋଟା ଅଙ୍କର ଜରିମାନା । ଏଣିକି ପ୍ରତ୍ୟେକ ଗାଡିରେ ଲାଗିବ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ନମ୍ୱର ପ୍ଲେଟ୍ ।

ଏଥି ପାଇଁ ଗାଡି ମାଲିକଙ୍କୁ ତିନି ମାସ ସମୟ ଦିଆଯିବ ।ନିର୍ଦ୍ଧାରିତ ସମୟରେ ପ୍ଲେଟ ନ ଲଗାଇଲେ ୫ ହଜାରରୁ ୧୦ ହଜାର ପର୍ଯ୍ୟନ୍ତ ଜରିମାନା ଗଣିବାକୁ ପଡିବ ।ଉଭୟ ନୂଆ ଓ ପୁରୁଣା ଗାଡିରେ ଏହି ପ୍ଲେଟ ଲଗାଇବା ବାଧ୍ୟତାମୂଳକ ।

୨୦୧୯ ଏପ୍ରିଲ ପୂର୍ବରୁ ପଞ୍ଜିକୃତ ହୋଇଥିବା ଗାଡି ପାଇଁ ଟାଇମ ଲାଇନ ସ୍ଥିର କରାଯାଇଛି । ଡିସେମ୍ବର ୩୧ ତାରିଖ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ ଲଗାଇବାର ଶେଷ ଦିନ ।ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଏ ନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

Related posts

ଭେଷଜ ନିୟନ୍ତ୍ରକ ଙ୍କୁ ନୂଆବର୍ଷ ଶୁଭେଚ୍ଛା ଜଣାଇଲେ ଛତ୍ରପୁର ର ଔଷଧ ଦୋକାନୀ ସଂଘ

Odisha Halchal

ଏୟାରଲିଫ୍ଟ ଦ୍ବାରା ଉଦ୍ଧାର ହେଲେ ମତ୍ସ୍ୟଜୀବୀ

Odisha Halchal

ମାନସ ସ୍ୱାଇଁ ହତ୍ୟା ମାମଲା : ଘଟଣାରେ ଆଉ ଜଣେ ମହିଳାଙ୍କ ସଂପୃକ୍ତି

Odisha Halchal

Leave a Comment