ଗାଡିଚାଳକ ସାବଧାନ ! ଶୀଘ୍ର ଲଗାନ୍ତୁ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ନମ୍ବର ପ୍ଲେଟ୍

0
169
ଗାଡିଚାଳକ ସାବଧାନ ! ଶୀଘ୍ର ଲଗାନ୍ତୁ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ନମ୍ବର ପ୍ଲେଟ୍
ଗାଡିଚାଳକ ସାବଧାନ ! ଶୀଘ୍ର ଲଗାନ୍ତୁ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ନମ୍ବର ପ୍ଲେଟ୍

ଗାଡିଚାଳକ ସାବଧାନ ! ଆପଣଙ୍କ ଅସାବଧାନତା ପାଇଁ ଆପଣ ଗଣି ପାରନ୍ତି ମୋଟା ଅଙ୍କର ଜରିମାନା । ଏଣିକି ପ୍ରତ୍ୟେକ ଗାଡିରେ ଲାଗିବ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ନମ୍ୱର ପ୍ଲେଟ୍ ।

ଏଥି ପାଇଁ ଗାଡି ମାଲିକଙ୍କୁ ତିନି ମାସ ସମୟ ଦିଆଯିବ ।ନିର୍ଦ୍ଧାରିତ ସମୟରେ ପ୍ଲେଟ ନ ଲଗାଇଲେ ୫ ହଜାରରୁ ୧୦ ହଜାର ପର୍ଯ୍ୟନ୍ତ ଜରିମାନା ଗଣିବାକୁ ପଡିବ ।ଉଭୟ ନୂଆ ଓ ପୁରୁଣା ଗାଡିରେ ଏହି ପ୍ଲେଟ ଲଗାଇବା ବାଧ୍ୟତାମୂଳକ ।

୨୦୧୯ ଏପ୍ରିଲ ପୂର୍ବରୁ ପଞ୍ଜିକୃତ ହୋଇଥିବା ଗାଡି ପାଇଁ ଟାଇମ ଲାଇନ ସ୍ଥିର କରାଯାଇଛି । ଡିସେମ୍ବର ୩୧ ତାରିଖ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ ଲଗାଇବାର ଶେଷ ଦିନ ।ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଏ ନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

This site uses Akismet to reduce spam. Learn how your comment data is processed.