ଅପରାଧଓଡ଼ିଶା ଖବରନ୍ୟୁଜ୍

କମେଣ୍ଟମରା ଘଟଣାକୁ ନେଇ ପିପିଲିରେ ଗୁଳିମାଡ

କମେଣ୍ଟମରା ଘଟଣାକୁ ନେଇ ପିପିଲିରେ ଗୁଳିମାଡ

କମେଣ୍ଟମରା ଘଟଣାକୁ ନେଇ ପିପିଲିରେ ଗୁଳିମାଡ,ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସପିଟାଲ ରେ ଭର୍ତ୍ତି ହେଲେ ଯୁବକ
ଦୀପାବଳିରେ ଫୁଟିଲା ଗୁଳି। ପୂର୍ବ କମେଣ୍ଟମରା ଘଟଣାକୁ ନେଇ ଆଜି ଅଶାନ୍ତ ହୋଇପଡିଛି ପିପିଲି ।

ସମ୍ପୂର୍ଣ ଅଞ୍ଚଳରେ ଆତଙ୍କର ପରିବେଶ ସୃଷ୍ଟି ହୋଇଛି। ଗୁଳିମାଡ଼ର ଶିକାର ହୋଇଛନ୍ତି ଉଜାଣିପଡ଼ାର ସନାତନ ପ୍ରଧାନ । ତାଙ୍କ ଜଙ୍ଘରେ ଗୁଳି ବାଜିଥିବା ସୂଚନା ମିଳିଛି ।ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ବର କ୍ୟାପିଟାଲ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ଘଟଣାସ୍ଥଳରେ ଉତ୍ତେଜନା ଲଗିରହିଥିବାବେଳେ ପୋଲିସ ପହଞ୍ଚି ତଦନ୍ତ କରୁଛି ।ସୂଚନା ଅନୁସାରେ କିଛିଦିନ ତଳେ କମେଣ୍ଟମରାକୁ ନେଇ ପିପିଲିରେ ଜଣେ ଯୁବକକୁ ଆକ୍ରମଣ ଓ ବୋମା ମାଡ଼ ହୋଇଥିଲା । ସେହି ଶତ୍ରୁତାରୁ ଆଜି ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି ।

Related posts

୧୫୦୦୦ ଫୁଟ ଉଚ୍ଚତାରେ ଗଣତନ୍ତ୍ର ଦିବସ ପାଳନ

Odisha Halchal

ଭାଇ ହେଲା ଭଗାରୀ, ସାନ ଭାଇକୁ ହତ୍ୟା କଲେ ୩ ବଡ ଭାଇ

Odisha Halchal

‘ଗଙ୍ଗୁବାଇ କାଠିଆୱାଡୀ’, ଓପନିଙ୍ଗ ୱିକରେ ୪୦ କୋଟି କ୍ଲବ୍‌ରେ ସାମିଲ

Odisha Halchal

Leave a Comment