ଓଡ଼ିଶା ଖବରନ୍ୟୁଜ୍

ଓଲଟିଲା ବସ୍ ଅଳ୍ପକେ ବର୍ତିଗଲେ ଯାତ୍ରୀ

ଭଦ୍ରକ ରୁ ଶୁ ଦେ ସ ପରିଡ଼ାଙ୍କ ରିପୋର୍ଟ୍ଭୁ; ବନେଶ୍ୱର ରୁ ଧାମନଗର ଆନନ୍ଦପୁର ଅଭିମୁଖେ ଆସୁଥିବା OM MAA ବସ ଭାରସାମ୍ୟ ହରାଇ ପଳିକିରି ଛକ ନିକଟରେ ଓଲିଟି ପଡ଼ିଛି, ଏହି ଦୁର୍ଘଟଣା ରେ ଯାତ୍ରୀ ମାନଙ୍କର ବିଶେଷ କିଛି କ୍ଷତି ହୋଇନାହିଁ.ବସ୍ ଯାତ୍ରୀ ଥିଲେ ୩୦, ସେଥିମଧ୍ୟରୁ ୬ ଜଣ ଆହତ ହୋଇଛନ୍ତି, ଏବଂ ଗୋଟିଏ ଗାଈ ର ପ୍ରାଣ ଚାଲିଯାଇଛି,

Related posts

ଇଡି ପଞ୍ଝାରେ କଂଗ୍ରେସ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ

Odisha Halchal

ଡିଲ୍‌ ବେଳେ ମାଡିବସିଲା ଏସ୍‌ଟିଏଫ୍‌: ୬ କେଜିର ବଜ୍ରକାପ୍ତା କାତି ଜବତ, ଜଣେ ଗିରଫ

Odisha Halchal

କଣ୍ଠଶିଳ୍ପୀ ବିଜୟଙ୍କୁ ନେଇ ଚର୍ଚ୍ଚା

Odisha Halchal

Leave a Comment