ଓଲଟିଲା ବସ୍ ଅଳ୍ପକେ ବର୍ତିଗଲେ ଯାତ୍ରୀ

0
75

ଭଦ୍ରକ ରୁ ଶୁ ଦେ ସ ପରିଡ଼ାଙ୍କ ରିପୋର୍ଟ୍ଭୁ; ବନେଶ୍ୱର ରୁ ଧାମନଗର ଆନନ୍ଦପୁର ଅଭିମୁଖେ ଆସୁଥିବା OM MAA ବସ ଭାରସାମ୍ୟ ହରାଇ ପଳିକିରି ଛକ ନିକଟରେ ଓଲିଟି ପଡ଼ିଛି, ଏହି ଦୁର୍ଘଟଣା ରେ ଯାତ୍ରୀ ମାନଙ୍କର ବିଶେଷ କିଛି କ୍ଷତି ହୋଇନାହିଁ.ବସ୍ ଯାତ୍ରୀ ଥିଲେ ୩୦, ସେଥିମଧ୍ୟରୁ ୬ ଜଣ ଆହତ ହୋଇଛନ୍ତି, ଏବଂ ଗୋଟିଏ ଗାଈ ର ପ୍ରାଣ ଚାଲିଯାଇଛି,

LEAVE A REPLY

Please enter your comment!
Please enter your name here