ଅପରାଧଓଡ଼ିଶା ଖବରନ୍ୟୁଜ୍

ଓଟିଭି ଇଂଲିଶ୍ ସୋଶାଲ୍ ମିଡିଆ ଟିମର ଭିଡିଓ ଏଡିଟର ପାର୍ଥ ନାରାୟଣ ଦାସଙ୍କ ମୃତଦେହ ଉଦ୍ଧାର

ଓଟିଭି ଇଂଲିଶ୍ ସୋଶାଲ୍ ମିଡିଆ ଟିମର ଭିଡିଓ ଏଡିଟର ପାର୍ଥ ନାରାୟଣ ଦାସଙ୍କ ମୃତଦେହ ଉଦ୍ଧାର

ଭିଡିଓ ଏଡିଟର ପାର୍ଥ ନାରାୟଣ ଦାସଙ୍କ ମୃତ୍ୟୁ ଘଟିଛି। ଗତକାଲି ରାତିରେ ପଟିଆ ରେଳ ଷ୍ଟେସନ ନିକଟ ରେଳ ଧାରଣାରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

ପାର୍ଥ ଓଟିଭି ଇଂଲିଶ୍ ସୋଶାଲ୍ ମିଡିଆ ଟିମରେ ଭିଡିଓ ଏଡିଟର୍ ଭାବେ କାମ କରୁଥିଲେ। ତାଙ୍କ ଘର ପୁରୀ ଜିଲ୍ଲା ବ୍ରହ୍ମଗିରିର ଲମ୍ବିତଲ ଅଞ୍ଚଳରେ।

ଗତ କିଛି ଦିନ ହେବ ସେ ଅବସାଦରେ ଥିଲେ ବୋଲି କୁହାଯାଉଛି। ଏପରିକି ସେ ବିଭିନ୍ନ କ୍ଷେତ୍ରରୁ ଋଣ ନେଇଥିବା କୁହାଯାଉଛି। ପାର୍ଥଙ୍କ ମୃତ୍ୟୁ ସମ୍ପର୍କରେ ତାଙ୍କ ପରିବାର କିମ୍ବା ପୁଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Related posts

ତିନି ଦିନିଆ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିଅନସିପ

Odisha Halchal

ମହାକାଳପଡ଼ା ରେ ଠିକାଦାର ଜେଇ ସରକାର

Odisha Halchal

ଶିକ୍ଷାରୁ ବଞ୍ଚିତ ହେଉଛନ୍ତି ୨୭ ଜଣ ଛାତ୍ର ଛାତ୍ରୀ

Odisha Halchal

Leave a Comment