ଓଡ଼ିଶା ଖବରନ୍ୟୁଜ୍

ହାଇସିକ୍ୟୁରିଟି ନମ୍ବର ପ୍ଲେଟ ନ ହେଲେ ଜରିମାନା

ହାଇସିକ୍ୟୁରିଟି ନମ୍ବର ପ୍ଲେଟ ନ ହେଲେ ଜରିମାନା

ଭୁବନେଶ୍ୱର(ବ୍ୟୁରୋ ଓଡିଶା ହାଲଚାଲ):- ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇ ନ ଥିବା ଗାଡ଼ି ମାଲିକଙ୍କୁ ଜରିମାନା, ଗାଡ଼ି ମାଲିକଙ୍କ ବିରୋଧରେ ଚାଲାଣ କାଟିଲାଣି ପରିବହନ ବିଭାଗ, ଗତ ୧୧ ଦିନ ମଧ୍ୟରେ ୨୬୭୪ଟି ଯାନ ନାଁରେ ଚାଲାଣ କଟାଗଲାଣି, ଶେଷ ଅକ୍ଷର ୮ ପର୍ଯ୍ୟନ୍ତ ଡେଡ୍ ଲାଇନ ସରିଥିବାରୁ କଟାଯାଉଛି ଚାଲାଣ।

କେବଳ ୯ ଓ ୦ ପାଇଁ ଶେଷ ତାରିଖ ରହିଛି ଫେବ୍ରୁଆରୀ ୨୮ ଆରମ୍ଭହେଲାନମ୍ବରପ୍ଲେଟତଣ୍ଡ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇ ନଥିବା ଗାଡ଼ି ମାଲିକଙ୍କୁ ଜରିମାନା ।

ଗାଡ଼ି ମାଲିକଙ୍କ ବିରୋଧରେ ଚାଲାଣ କାଟିଲାଣି ପରିବହନ ବିଭାଗ ଗତ ୧୧ ଦିନ ମଧ୍ୟରେ ୨୬୭୪ଟି ଯାନ ନାଁରେ ଚାଲାଣ କଟାଗଲାଣି ଶେଷ ଅକ୍ଷର ୮ ପର୍ଯ୍ୟନ୍ତ ଡେଡ୍ ଲାଇନ ସରିଥିବାରୁ କଟାଯାଉଛି ଚାଲାଣ କେବଳ ୯ ଓ ୦ ପାଇଁ ଶେଷ ତାରିଖ ରହିଛି ଫେବ୍ରୁଆରୀ ୨।

Related posts

ଭର୍ଚୁଆଲ ମାଧ୍ୟମରେ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

Odisha Halchal

ଶେଷ ବଲ୍‌ରେ ଚୌକା ମାରିଲେ ଏମ୍‌ଏସ୍‌ ଧୋନୀ, ମୁମ୍ବାଇ ବିପକ୍ଷ ମ୍ୟାଚରେ ଚେନ୍ନାଇ ୩ ୱିକେଟ୍‌ରେ ବିଜୟୀ

Odisha Halchal

ମାଥିଲି ପୋଲିସକୁ ମିଳିଛି ସଫଳତା

Odisha Halchal

Leave a Comment