ଓଡ଼ିଶା ଖବରନ୍ୟୁଜ୍

ଚଢ଼େଇପଙ୍କ ଶିଶୁ ମନ୍ଦିର ରେ ଶାନ୍ତି ଦିବସ

ଚଢ଼େଇପଙ୍କ ଶିଶୁ ମନ୍ଦିର ରେ ଶାନ୍ତି ଦିବସ

ସୁବର୍ଣ୍ଣପୁର:-(ରିପୋର୍ଟ:-ମଣ୍ଟୁମନ୍ତ୍ରା)ଉଲୁଣ୍ଡା ବ୍ଳକ ର ଚଡେଇପଙ୍କ ଶିଶୁ ମନ୍ଦିର ରେ ନେହେରୁ ଯୁବ କେନ୍ଦ୍ର ତତ୍ବାବଧାନରେ ଜାତୀୟ ଯୁବ ସପ୍ତାହ ଅବସରରେ ଶାନ୍ତିଦିବସ ପାଳିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମ ରେ ପ୍ରଧାନ ଆଚାର୍ଯ୍ୟ ସଂଜୀବ ପୁରୋହିତ ଓ ସମ୍ମାନିତ ଅତିଥି ଭାବେ ସାମାଜିକ କର୍ମୀ ଶମ୍ଭୁରାଜ କର୍ଣ୍ଣ ଯୋଗ ଦେଇଥିଲେ। ଏଥିରେ ଧବଳେଶ୍ଵର ଭୁକ୍ତା କାର୍ଯ୍ୟକ୍ରମ ପରିଚାଲନା କରିଥିଲେ ।ଏହି ଅବସରରେ ବକୃତା ପ୍ରତିଯୋଗୀତା ହୋଇଥିଲା।

ଏଥିରେ ପ୍ରଥମ ସ୍ଥାନ ତୃପ୍ତିମୟୀ ମେହେର, ଦ୍ଵିତୀୟ ସ୍ଥାନ ପ୍ରାଚୀରାଣୀ ମେହେର, ତୃତୀୟ ସ୍ଥାନ ସ୍ମିତାଶ୍ରୀ ପଣ୍ଡା ପୁରସ୍କୃତ ହୋଇଥିଲେ। ଏଥିରେ ପ୍ରକାଶ ବଢେଇ ଧନ୍ୟବାଦ ଅର୍ପଣ ଦେଇଥିଲେ।

Related posts

ରୁଚିକା ଆତ୍ମହତ୍ୟା ଘଟଣାକୁ ପୁରିଲା ସପ୍ତାହେ, ଏବେ ବି ମିଳୁନି ରାଗିଂ କରିଥିବା ସିନିଅରଙ୍କ ପତ୍ତା

Odisha Halchal

ମାଛ ମାର୍କେଟରେ ହଣାକଟା: ଦୁଇ ବେପାରୀଙ୍କ ମଧ୍ୟରେ ଗଣ୍ଡଗୋଳ

Odisha Halchal

କୂଅ ଭିତରୁ ଷଣ୍ଢକୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ

Odisha Halchal

Leave a Comment