ଅପରାଧଓଡ଼ିଶା ଖବରନ୍ୟୁଜ୍ନକ୍ସଲ ହମଲା, ୩ ସିଆର୍ପିଏଫ୍ ଯବାନ ସହିଦ୍Odisha HalchalJune 21, 2022 by Odisha HalchalJune 21, 2022013 ନକ୍ସଲ ହମଲାରେ ୩ CRPF ଯବାନ ସହିଦ ହୋଇଛନ୍ତି। ନୂଆପଡ଼ା ଜିଲ୍ଲା ବୋଡେନ୍ ବ୍ଲକ୍ ପାଟଧରା ସଂରକ୍ଷିତ ଜଙ୍ଗଲରେ ଏହି ହମଲା ହୋଇଛି। ଯବାନମାନେ ଗୋଟିଏ କ୍ୟାମ୍ପରୁ ଅନ୍ୟ କ୍ୟାମ୍ପକୁ ଯିବା ବେଳେ ହମଲା
ଅପରାଧଓଡ଼ିଶା ଖବରନ୍ୟୁଜ୍ଟେଲି ଅଭିନେତ୍ରୀ ରଶ୍ମୀରେଖା ମୃତ୍ୟୁ ମାମଲା, ଦୁଇ ବୟଫେଣ୍ଡଙ୍କୁ ଜେରାOdisha HalchalJune 21, 2022 by Odisha HalchalJune 21, 2022015 ଟେଲି ଅଭିନେତ୍ରୀ ରଶ୍ମିରେଖା ମୃତ୍ୟୁ ମାମଲା । ମାମଲାରେ ରହସ୍ୟ ବଢିବାରେ ଲାଗିଛି । ତେବେ ଏହି ମୃତ୍ୟୁ ମାମଲାରେ ରଶ୍ମିରେଖାଙ୍କ ଦୁଇ ବୟଫେଣ୍ଡ ସନ୍ତୋଷ ପାତ୍ର ଓ ପୂର୍ବତନ ବୟଫେଣ୍ଡ ରାଜାଙ୍କୁ ଜେରା
ଓଡ଼ିଶା ଖବରନ୍ୟୁଜ୍ଅନୁଭବଙ୍କ ଘରେ ରହିବେ ବର୍ଷାOdisha HalchalJune 21, 2022 by Odisha HalchalJune 21, 2022018 ଅନୁଭବଙ୍କ ଘରେ ରହିବେ ବର୍ଷା,ଏସଡ଼ିଜେଏମ୍ କୋର୍ଟଙ୍କ ନିର୍ଦ୍ଦେଶରେ ରୋକ୍ ଲଗାଇଲେ କଟକ ଜିଲ୍ଲା ଜଜ୍ କେନ୍ଦ୍ରପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ଘରେ ରହିବେ ସ୍ତ୍ରୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ । ପୁର୍ବରୁ ଅନୁଭବ
ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବରଜୁନ୍ ୨୭ରୁ PGପାଇଁ ଆବେଦନOdisha HalchalJune 20, 2022 by Odisha HalchalJune 20, 2022018 ଜୁନ୍ ୨୭ରୁ PGପାଇଁ ଆବେଦନ କମନ PG ପ୍ରବେଶିକା ପରୀକ୍ଷା ପାଇଁ ଉଚ୍ଚ ଶିକ୍ଷା ବିଭାଗର ବିଜ୍ଞପ୍ତି ଜୁନ୍ ୨୭ରୁ SAMS ଜରିଆରେ ଆବେଦନ । ଜୁଲାଇ ୧୨ ଶେଷ ତାରିଖ ଅଗଷ୍ଟ ୧
ଓଡ଼ିଶା ଖବରନ୍ୟୁଜ୍ମନୋରଞ୍ଜନବାପାଙ୍କୁ ଚିଠି ଲେଖି ଜୀବନ ହାରିଲେOdisha HalchalJune 20, 2022 by Odisha HalchalJune 20, 2022026 ବାପାଙ୍କୁ ଚିଠି ଲେଖି ଜୀବନ ହାରିଲେ ଓଡ଼ିଆ ଧାରାବାହିକ ଅଭିନେତ୍ରୀ ରଶ୍ମିରେଖା । ମିସ୍ ୟୁ ବାବା। ମୁଁ ଉପରେ ଥାଇ ତୁମକୁ ବହୁତ ମିସ୍ କରିବି। ମୁଁ କାହା କଥା କେବେ ଶୁଣେନି।
ଅପରାଧଓଡ଼ିଶା ଖବରନ୍ୟୁଜ୍ପୋଲିସ ପଞ୍ଝାରେ ଆନ୍ତଃରାଜ୍ୟ ଡକାୟତ, ନାକା ପଏଣ୍ଟରୁ ୧୦ ଜଣ ଗିରଫOdisha HalchalJune 20, 2022 by Odisha HalchalJune 20, 2022011 ଜଳେଶ୍ୱର ପୋଲିସକୁ ମିଳିଛି ବଡ ସଫଳତା । ଜଳେଶ୍ୱର ପୋଲିସ କବଜାରେ ପଡିଛନ୍ତି ଆନ୍ତରାଜ୍ୟ ଡକାୟତ । ରାଜଘାଟ ନାକା ପଏଣ୍ଟରୁ ପୋଲିସ ଡକାୟତଙ୍କୁ ଗିରଫ କରିଥିବା ଜଣାପଡିଛି । ତେବେ ଜଳେଶ୍ୱର ପୋଲିସ
ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବରଆଗାମୀ ୫ ଦିନ ଯାଏଁ ରାଜ୍ୟରେ ଲାଗି ରହିବ ବର୍ଷା, ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରିOdisha HalchalJune 20, 2022 by Odisha HalchalJune 20, 2022015 ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ଲାଗି ରହିବ ବର୍ଷା । ଆସନ୍ତାକାଲି ପାଇଁ ରାଜ୍ୟରେ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର,
ଅପରାଧଓଡ଼ିଶା ଖବରନ୍ୟୁଜ୍ଭିଜିଲାନ୍ସ ଜାଲରେ ଯୋଗାଣ ଅଧିକାରୀ: ଘର ସମେତ ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉOdisha HalchalJune 20, 2022 by Odisha HalchalJune 20, 2022018 ପୁଣି ଭିଜିଲାନ୍ସ ଜାଲରେ ସରକାରୀ ଅଧିକାରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜ୍ୟ ମୁଖ୍ୟାଳୟରେ କାର୍ଯ୍ୟରତ ଯୋଗାଣ ଅଧିକାରୀ ଅନାଦି ଚରଣ ସେଠୀଙ୍କ ଘରେ ଭିଜିଲାନ୍ସ ଚଢାଉ । ନିଜ ବାସଭବନ
ଅପରାଧଓଡ଼ିଶା ଖବରନ୍ୟୁଜ୍ଡ୍ରେସ୍ କିଣିବାକୁ ପଇସା ନଦେବାରୁ ମାକୁ ହତ୍ୟାOdisha HalchalJune 19, 2022 by Odisha HalchalJune 19, 2022019 ସୁଧାରଗୃହକୁ ନେବା ବେଳେ ପୋଲିସ୍କୁ ଚକ୍ମା ଦେଇ ନାବାଳକ ଛୁ । ରାଉରକେଲା ସୁଧାରଗୃହକୁ ନେବା ବେଳେ ଲହୁଣିପଡ଼ା ନିକଟରୁ ଛୁ ଲହୁଣିପଡ଼ାରେ ଏକ ଢାବାରେ ଖାଇବା ବେଳେ ନାବାଳକ ଚମ୍ପଟ । ମାତୃହତ୍ୟା
ଓଡ଼ିଶା ଖବରନ୍ୟୁଜ୍ରାଜ୍ୟପାଳ ପୁରସ୍କାର ପାଇଲେ ଜିଲ୍ଲା ଶିକ୍ଷାଧିକାରୀOdisha HalchalJune 19, 2022 by Odisha HalchalJune 19, 2022047 ଓଡିଶା ରାଜ୍ୟ ଭାରତ ସ୍କାଉଟ ଏବଂ ଗାଇଡ, ଭୁବନେଶ୍ଵର ତରଫରୁ ଜୟଦେବ ଭବନ ଠାରେ ଆୟୋଜିତ ‘ରାଜ୍ୟ ପୁରସ୍କାର ଉତ୍ସବ’ ରେ ମହାମହିମ ରାଜ୍ୟପାଳ ପ୍ରୋଫେସର ଡଃ ଗଣେଶୀ ଲାଲ ମୁଖ୍ୟ ଅତିଥି ରୂପେ