ଅପରାଧଓଡ଼ିଶା ଖବରନ୍ୟୁଜ୍

ଡ୍ରେସ୍ କିଣିବାକୁ ପଇସା ନଦେବାରୁ ମାକୁ ହତ୍ୟା

ଡ୍ରେସ୍ କିଣିବାକୁ ପଇସା ନଦେବାରୁ ମାକୁ ହତ୍ୟା

ସୁଧାରଗୃହକୁ ନେବା ବେଳେ ପୋଲିସ୍‌କୁ ଚକ୍‌ମା ଦେଇ ନାବାଳକ ଛୁ । ରାଉରକେଲା ସୁଧାରଗୃହକୁ ନେବା ବେଳେ ଲହୁଣିପଡ଼ା ନିକଟରୁ ଛୁ ଲହୁଣିପଡ଼ାରେ ଏକ ଢାବାରେ ଖାଇବା ବେଳେ ନାବାଳକ ଚମ୍ପଟ ।

ମାତୃହତ୍ୟା ଅଭିଯୋଗରେ ନାବାଳକକୁ ସୁଧାରଗୃହକୁ ନିଆ ଯାଉଥିଲା ଡ୍ରେସ୍ କିଣିବାକୁ ପଇସା ନଦେବାରୁ ମାକୁ ହତ୍ୟା କରିଥିଲା ନାବାଳକ ।

Related posts

ମୟୂରଭଞ୍ଜକୁ ଆଜିଠାରୁ ଛୁଇଁଛି ପହିଲି ଶୀତ

Odisha Halchal

ଦାଦନ ଖଟିବାକୁ ଗଲେ, ଶବ ହୋଇ ଫେରିଲେ

Odisha Halchal

ରୁଚିକା ଆତ୍ମହତ୍ୟା ଘଟଣାକୁ ପୁରିଲା ସପ୍ତାହେ, ଏବେ ବି ମିଳୁନି ରାଗିଂ କରିଥିବା ସିନିଅରଙ୍କ ପତ୍ତା

Odisha Halchal

Leave a Comment