ଅପରାଧଓଡ଼ିଶା ଖବରନ୍ୟୁଜ୍

ଦୁର୍ଦାନ୍ତ ମାଓବାଦୀଙ୍କୁ ଗିରଫ କଲା ଏନ୍ ଆଇ ଏ

ଦୁର୍ଦାନ୍ତ ମାଓବାଦୀଙ୍କୁ ଗିରଫ କଲା ଏନ୍ ଆଇ ଏ

ମାଲକାନଗିରି :-(ରିପୋର୍ଟ:- କ୍ରିଷ୍ଣପଦ ରାୟ) ଏନ ଆଇ ଏ ଚିତ୍ରକୋଣ୍ଡା ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଞ୍ଚଳରୁ ଜଣେ କୁଖ୍ୟାତ ମାଓବାଦୀଙ୍କୁ ଗିରଫ କରିଛି। ଏହି ମାଓବାଦୀଙ୍କ ନାମ ହେଉଛି ରଞ୍ଜୁ ଖିଲ ଛଦ୍ମନାମ, ଯିଏ ଜୁଲାଇ 2012 ରେ ବିଏସଏଫ ଯବାନଙ୍କ ଉପରେ ହୋଇଥିବା ଆକ୍ରମଣରେ ସମ୍ପୃକ୍ତ ଥିଲେ

ଯେଉଁଥିରେ 4 ଜଣ ଯବାନ ସହିଦ ହୋଇଥିଲେ। ଏନଆଇଏ ଏହି ଘଟଣାର ତଦନ୍ତ କରି ଚାଣ୍ଟିଙ୍କୁ ଖୋଜୁଥିଲା। ଆଜି ଏନଆଇଏର ଏକ ଟିମ୍ ସ୍ବାଭିମାନ ଅଞ୍ଚଳରୁ ଚାଣ୍ଟିଙ୍କୁ ଗିରଫ କରିଛି। ଓଡିଶା ପୋଲିସ ସହାୟତାରେ ଏନଆଇଏ ତାଙ୍କୁ ଗିରଫ କରିଥିଲା।

ଏହା ପୂର୍ବରୁ ଚାଣ୍ଟିଙ୍କ ନାମରେ 3 ଲକ୍ଷ ଟଙ୍କା ପୁରସ୍କାର ରାଶି ଥିଲା। ପୂର୍ବରୁ ମାଲକାନଗରୀ ପୋଲିସ ଚାଣ୍ଟିଙ୍କୁ ଗିରଫ କରିଥିଲା, ବର୍ତ୍ତମାନ ଚାଣ୍ଟି ବେଲରେ ଅଛନ୍ତି। କିଛି ଦିନ ପରେ ଏନଆଇ ଚାଣ୍ଟି ଏବଂ 4 ଜଣ ମାଓବାଦୀଙ୍କୁ ଗିରଫ କରି ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇଥିଲା।

Related posts

ସ୍ତ୍ରୀ ଥାଇ ନାବାଳିକାଙ୍କୁ ଏକତରଫା ପ୍ରେମ

Odisha Halchal

ଆସନ୍ତା ୩ରୁ ରାଜ୍ୟରେ ପୁଣି ବର୍ଷା

Odisha Halchal

ଥାନା ଅଧିକାରୀଙ୍କୁ ଠେଙ୍ଗା ଧରି ଅସଭ୍ୟ ଭାଷାରେ ଗାଳିଗୁଲଜ !

Odisha Halchal

Leave a Comment