ଅପରାଧଓଡ଼ିଶା ଖବରନ୍ୟୁଜ୍

ଗୁଳି ଫୁଟାଇ ଦୁର୍ଦ୍ଦାନ୍ତ ଅପରାଧୀକୁ ଅପହରଣ

ଗୁଳି ଫୁଟାଇ ଦୁର୍ଦ୍ଦାନ୍ତ ଅପରାଧୀକୁ ଅପହରଣ

କେନ୍ଦ୍ରାପଡ଼ା(ଓଡିଶା ହାଲଚାଲ) :-ଗୁଳି ଫୁଟାଇ ଦୁର୍ଦ୍ଦାନ୍ତ ଅପରାଧୀ ବିଭୁ ସାହୁକୁ ଅପହରଣ।କେନ୍ଦ୍ରାପଡ଼ା ମାର୍ଶାଘାଇରେ ଗୁଳି ଫୁଟାଇ ଅପହରଣ। କେନ୍ଦ୍ରାପଡ଼ା ମାର୍ଶାଘାଇ ଥାନା ଅଧୀନରେ ଏଭଳି ଘଟଣା ଦେଖିବାକୁ ମିଳିଛି।

ଗୁଳି ଫୁଟାଇ ଦୁର୍ଦ୍ଦାନ୍ତ ଅପରାଧୀ ବିଭୁ ସାହୁକୁ ଅପହରଣ କରାଯାଇଥିବା ସୂଚନା ମିଳିଛି। ମାର୍ଶାଘାଇ ଥାନା ହଳଦୀଆ ଗାଁରେ ଗ୍ୟାଙ୍ଗଓ୍ୱାରର ଆତଙ୍କ ଦେଖିବାକୁ ମିଳିଛି। ଗାଁରେ ପଶି ପ୍ରାୟ ୪ ରାଉଣ୍ଡ ବ୍ଲାଙ୍କ୍ ଫାୟାରିଂ କରି ଉଠାଇ ନେବା ଅଭିଯୋଗ। ଗୋଟିଏ ଗୋଷ୍ଠୀର ଦୁର୍ଦ୍ଦାନ୍ତ ଅପରାଧୀ ବିଭୁ ସାହୁକୁ ଉଠାଇନେଲେ ଅପର ଗୋଷ୍ଠୀ।

ଏଖବର ସାରା ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ଅନ୍ୟପଟେଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଛି। ଏହାସହ ଅଧିକ ତଦନ୍ତ ଜାରି ରଖିଛି।

Related posts

ଅକସ୍ମାତ ଭାଙ୍ଗିଲା ବ୍ରିଜ ତଳକୁ ଖସିଲା ଦୁଇ କାର

Odisha Halchal

ଡିଲ୍ ବେଳେ ମାଡିବସିଲା ବନବିଭାଗ, ଗୋଟିଏ କଲରାପତରିଆ ବାଘ ଛାଲ ସହ ୭ ଗିରଫ

Odisha Halchal

କାରଖାନାରେ ଫାଟିଲା ଗ୍ୟାସ୍ ସିଲିଣ୍ଡର : ସିକ୍ୟୁରିଟି ଗାର୍ଡ ମୃତ, ଅନ୍ୟ ୩ ଜଣ ଆହତ

Odisha Halchal

Leave a Comment