ଓଡ଼ିଶା ଖବରନ୍ୟୁଜ୍

କଲେଜ୍ ଛାତ୍ର ଛାତ୍ରୀ ଙ୍କ ତୀବ୍ର ଆନ୍ଦୋଳନ

କଲେଜ୍ ଛାତ୍ର ଛାତ୍ରୀ ଙ୍କ ତୀବ୍ର ଆନ୍ଦୋଳନ

ବଲାଙ୍ଗିର:-ଆଜି ବଲାଙ୍ଗିର ଜିଲ୍ଲା ର ରାଜେନ୍ଦ୍ର ୟୁନିଭରସିଟି ଠାରେ ଦେଖିବାକୁ ମିଳିଛି ଅନେକ କଲେଜ୍ ଛାତ୍ର ଛାତ୍ରୀ ଙ୍କ ତୀବ୍ର ଆନ୍ଦୋଳନ ୟୁନିଭରସିଟି ଗେଟ୍ ସମ୍ମୁଖରେ ସମସ୍ତ ଛାତ୍ର ଛାତ୍ରୀ ନାରାବାଜି ମାରି ଆନ୍ଦୋଳନ କରିଛନ୍ତି।

ଜିଲ୍ଲାର 60 ଟି କଲେଜ୍ ର ଅଧିକରୁ ଅଧିକ ଛାତ୍ର ଛାତ୍ରୀ ଙ୍କ ପେପର ଵେକ୍ ଲାଗିଥିବାରୁ ଷ୍ଟୁଡେଣ୍ଟ୍ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଖାତା ସୁଧିବାରେ ଭୁଲ କରିଛନ୍ତି ବୋଲି ସମସ୍ତ ଛାତ୍ର ଛାତ୍ରୀ ଅଭିଯୋଗ କରି ତାଙ୍କର ମନ୍ତବ୍ୟ ଦେଇଛନ୍ତି ।60 ଟି କଲେଜ୍ ର 50 ରୁ 60 ପର୍ସେଣ୍ଟ ଷ୍ଟୁଡେଣ୍ଟ୍ ଙ୍କର ବେକ୍ ଲାଗିଲା କେମିତି ବୋଲି ପ୍ରଶ୍ନ ମଧ୍ୟ ଉଠାଇଛନ୍ତି।

Related posts

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଦୁଇଦିନିଆ ଓଡିଶା ଗସ୍ତ

Odisha Halchal

Paytm ଉପରେ ଆରବିଆଇର ଆକ୍ସନ

Odisha Halchal

ବୃଦ୍ଧି ପାଉଛି ଭାରତର ସାମରିକ ଶକ୍ତି

Odisha Halchal

Leave a Comment