Category : ବିଶେଷ ଖବର

ଜୀବନଚର୍ଯ୍ୟାଦେଶ ବିଦେଶନ୍ୟୁଜ୍ବିଶେଷ ଖବର

କେନ୍ଦ୍ର ସରକାର ନେଲେ ଆଉ ଏକ ବଡ଼ ନିଷ୍ପତ୍ତି, ଖାଇବା ତେଲ ପରେ ଶସ୍ତା ହେବ ଚୀନୀ

Odisha Halchal
ଦେଶର ଜନସାଧାରଣଙ୍କୁ କେନ୍ଦ୍ର ସରକାର ମହଙ୍ଗାରୁ ମୁକ୍ତି ଦେବା ପାଇଁ ଉଦ୍ୟମ କରୁଛନ୍ତି । ପେଟ୍ରୋଲ, ଡିଜେଲ, ଖାଇବା ତେଲ ଓ ଗହମ ପରେ କେନ୍ଦ୍ର ସରକାର ଏବେ ଚୀନୀ ଦର ଶସ୍ତା କରିପାରନ୍ତି...
ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

ରାଜ୍ୟକୁ ପୁଣି ଫେରିବ ତାତି, ଦିନବେଳା ୨ରୁ ୩ଡିଗ୍ରୀ ତାପମାତ୍ରା ବଢିବା ସମ୍ଭାବନା

Odisha Halchal
ରାଜ୍ୟରେ ଆଜିଠାରୁ ପୁଣି ଫେରିବ ତାତି । ତାପମାତ୍ରା କ୍ରମଶଃ ବୃଦ୍ଧି ହେବ । ସୋମବାର ରାତିରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିଲା । ମାତ୍ର ଏହା ପରେ ବି ଦିନର...
ଜୀବନଚର୍ଯ୍ୟାଦେଶ ବିଦେଶନ୍ୟୁଜ୍ବିଶେଷ ଖବର

ମୁଦ୍ରାସ୍ପିତି ବୃଦ୍ଧିକୁ ନେଇ ଆକ୍ସନରେ ମୋଦି ସରକାର, ଜାଣନ୍ତୁ ମୂଲ୍ୟ ବୃଦ୍ଧିରୁ କେବେ ମିଳିବ ଆଶ୍ୱସ୍ତି

Odisha Halchal
ରେକର୍ଡ ମୁଦ୍ରାସ୍ପିତି ବୃଦ୍ଧି କେନ୍ଦ୍ରର ମୋଦି ସରକାରଙ୍କୁ ଆକ୍ସନ ନେବାକୁ ବାଧ୍ୟ କରିଛି। କେନ୍ଦ୍ର ସରକାର ରୁଟି ଓ ଛାତକୁ ଏବେ ଗୁରୁତ୍ୱ ଦେଉଛନ୍ତି। ଏଥିଲାଗି ପ୍ରାଥମିକ ପର୍ଯ୍ୟାୟରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ...
ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

ପୁଣି କଳିଙ୍ଗା ଘାଟିରେ ଓଲଟିଲା ବସ

Odisha Halchal
ଗଞ୍ଜାମ:-(ରିପୋର୍ଟ -ଅନିଲ ସେଠି)ପୁଣି ଥରେ ଓଲଟିଲା ଟୁରିଷ୍ଟ ବସ ଗଞ୍ଜାମ କନ୍ଧମାଳ ସୀମାନ୍ତର କଳିଙ୍ଗା ଘାଟିରେ ରେ ଘଟିଛି ଏପରି ଘଟଣା ମିଳିଥିବା ସୂଚନା ଅନୁଯାଇ ବସ ଟି ପଶ୍ଚିମବଙ୍ଗ ହାୱାଡା ଜିଲ୍ଲା ଉଦନପୁର...
ଜୀବନଚର୍ଯ୍ୟାଦେଶ ବିଦେଶନ୍ୟୁଜ୍ବିଶେଷ ଖବର

ଶସ୍ତା ହେବ ଖାଇବା ତେଲ ! ଦୁଇ ବର୍ଷ ପାଇଁ ଆମଦାନୀ ଶୁଳ୍କ ସମାପ୍ତ କଲେ ସରକାର

Odisha Halchal
ପେଟ୍ରୋଲ-ଡିଜେଲ୍ ଶସ୍ତା ହେବା ପରେ ଏବେ ଖାଇବା ତେଲ ଶସ୍ତା ହେବାକୁ ଯାଉଛି। ଖାଇବା ତେଲ ଉପରେ ସରକାର ମଙ୍ଗଳବାର ବଡ ନିଷ୍ପତ୍ତି ନେଇଛନ୍ତି। ୨ ବର୍ଷ ପାଇଁ ସରକାର ତେଲ ଉପରୁ ଆମଦାନୀ...
ଓଡ଼ିଶା ଖବରଜୀବନଚର୍ଯ୍ୟାଦେଶ ବିଦେଶବିଶେଷ ଖବର

କମିଲା ତେଲ ଦର: ପେଟ୍ରୋଲ-ଡିଜେଲ ଉପରୁ ଭ୍ୟାଟ ହଟାଇଲା

Odisha Halchal
କେନ୍ଦ୍ର ସରକାର ଶନିବାର ଦେଶବାସୀଙ୍କୁ ବଡ଼ ଉପହାର ଦେଇଛନ୍ତି । ପେଟ୍ରୋଲ ଓ ଡିଜେଲ ଉପରୁ ଏକ୍ସାଇଜ ଡ୍ୟୁଟି ହ୍ରାସ କରିଦେଇଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଘୋଷଣା କରିଛନ୍ତି । ସେ...
ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

ମେ’ ୩୧ ରେ ହେବାକୁ ଥିବା ଯୁକ୍ତ ୨ ପରୀକ୍ଷା ଘୁଞ୍ଚିଲା

Odisha Halchal
ଏପ୍ରିଲ ୨୮ ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଏହା ମେ’ ୩୧ ତାରିଖରେ ଶେଷ ହେବାର ଥିଲା। ତେବେ ମେ’ ୩୧ ତାରିଖରେ ହେବାକୁ ଥିବା ପରୀକ୍ଷା ଗୁଡ଼ିକୁ ଆଜି...
ଦେଶ ବିଦେଶନ୍ୟୁଜ୍ବିଶେଷ ଖବର

କର୍ମଚାରୀ ପାଇବେ ଦ୍ବିଗୁଣ ଫାଇଦା, ୧୪ ପ୍ରତିଶତ ବଢିଲା ମହଙ୍ଗା ଭତ୍ତା

Odisha Halchal
ଲଗାତର ମହଙ୍ଗା ମାଡର ସମ୍ମୁଖୀନ ହେଉଥିବା ରେଳ କର୍ମଚାରୀଙ୍କୁ ସରକାରଙ୍କ ତରଫରୁ ବଡ ଉପହାର ପ୍ରଦାନ କରାଯାଇଛି । ରେଲୱେ ବୋର୍ଡ କର୍ମଚାରୀଙ୍କର ମହଙ୍ଗା ଭତ୍ତା ୧୪ ପ୍ରତିଶତ ବୃଦ୍ଧି କରିଛନ୍ତି । ମହଙ୍ଗା...
ଜୀବନଚର୍ଯ୍ୟାଦେଶ ବିଦେଶନ୍ୟୁଜ୍ବିଶେଷ ଖବର

ଜିଏସଟି ପରିଷଦର ସୁପାରିଶ କେନ୍ଦ୍ର ଓ ରାଜ୍ୟ ସରକାର ମାନିବାକୁ ବାଧ୍ୟ ନୁହନ୍ତି: ସୁପ୍ରିମକୋର୍ଟ

Odisha Halchal
ଜିଏସଟି ପରିଷଦର ସୁପାରିଶ କେନ୍ଦ୍ର ଓ ରାଜ୍ୟ ସରକାର ମାନିବାକୁ ବାଧ୍ୟ ନୁହନ୍ତି। ଏହା କହିଛନ୍ତି ସୁପ୍ରିମକୋର୍ଟ। ଜଷ୍ଟିସ୍‌ ଡି.ୱାଇ ଚନ୍ଦ୍ରଚୂଡ଼ ଏହି ମାମଲାର ଶୁଣାଣି କରି ଉପରୋକ୍ତ ରାୟ ଶୁଣାଇଛନ୍ତି। ସେ କହିଛନ୍ତି...
ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

ବର୍ଷା ଓ ବଜ୍ରାଘାତ ନେଇ ୧୩ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରୀ

Odisha Halchal
ବର୍ଷା ଓ ବଜ୍ରାଘାତ ନେଇ ୧୩ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରୀ କରାଯାଇଛି । ମାଲକାନଗିରି, ମୟୁରଭଞ୍ଜ, କୋରାପୁଟ୍‌,ନବରଙ୍ଗପୁର, କଳାହାଣ୍ଡି,ରାୟଗଡ଼ା,କନ୍ଧମାଳ,ଅନୁଗୁଳ,ଢେଙ୍କାନାଳ,ଯାଜପୁର,ଭଦ୍ରକ,ବାଲେଶ୍ୱର ଆଦି ଜିଲ୍ଲା କୁ ୟେଲୋ ୱାର୍ଣ୍ଣିଂ ଜାରୀ କରାଯାଇଛି...