Category : ଅପରାଧ

ଅପରାଧଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍

ପଳାତକ ବିଜୟ ମାଲ୍ୟା, ନିରବ ମୋଦୀ ଏବଂ ମେହୁଲ ଚୋକସିଙ୍କଠାରୁ ୧୮,୦୦୦ କୋଟି ଟଙ୍କା ଉଦ୍ଧାର କରିଛି ବ୍ୟାଙ୍କ

Odisha Halchal
ପଳାତକ ବିଜୟ ମାଲ୍ୟା, ନିରବ ମୋଦୀ ଏବଂ ମେହୁଲ ଚୋକସିଙ୍କଠାରୁ ବ୍ୟାଙ୍କ ୧୮,୦୦୦ କୋଟି ଟଙ୍କା ଉଦ୍ଧାର କରିଛି ବୋଲି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ବୁଧବାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି। ମେହେଟ୍ଟା ଜଷ୍ଟିସ୍ ଏମ୍...
ଅପରାଧଓଡ଼ିଶା ଖବରନ୍ୟୁଜ୍

ଯାଜପୁର ଜିଲ୍ଲାରେ ୩ଟି ପର୍ଯ୍ୟାୟରେ ହୋଇଥିବା ନିର୍ବାଚନୀ ହିଂସାରେ ୯୮ଜଣଙ୍କୁ ଗିରଫ

Odisha Halchal
ଯାଜପୁର ଜିଲ୍ଲାରେ ୩ଟି ପର୍ଯ୍ୟାୟ ରେ ହୋଇଥିବା ନିର୍ବାଚନୀ ହିଂସା ରେ ବର୍ତ୍ତମାନ ସୁଦ୍ଧା ୯୮ଜଣଙ୍କୁ ଗିରଫ କରାଯାଇଛି । ଏନେଇ ପ୍ରେସ୍ ରିଲିଜ୍ କରି ସୁଚନା ଦେଇଛନ୍ତି ଜିଲ୍ଲା ପୋଲିସ୍ । ୨୧...
ଅପରାଧଓଡ଼ିଶା ଖବରନ୍ୟୁଜ୍

ଜଙ୍ଗଲରୁ ସମିତିସଭ୍ୟ ପ୍ରାର୍ଥୀ ଉଦ୍ଧାର, ଗୁଣିଗାରେଡି ସନ୍ଦେହରେ ଅଟକ ରଖିଥିଲେ ଗ୍ରାମବାସୀ

Odisha Halchal
ଜଙ୍ଗଲରୁ ସମିତିସଭ୍ୟ ପ୍ରାର୍ଥୀ ଉଦ୍ଧାର । ଗୁଣି ଗାରେଡି ସନ୍ଦେହରେ ସମିତିସଭ୍ୟ ପ୍ରାର୍ଥୀଙ୍କୁ ଜଙ୍ଗଲରେ ଅଟକ ରଖିବା ନେଇ ଅଭିଯୋଗ ହୋଇଛି । ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଗୁଡିଖୋଳା ଗ୍ରାମରେ ଘଟିଛି ଏଭଳି...
ଅପରାଧଓଡ଼ିଶା ଖବରନ୍ୟୁଜ୍

କେନ୍ଦୁଝରରେ ଟାଟା କମ୍ପାନୀର ଦାଦାଗିରି, ଘରେ ପଶି ଉପଭୋକ୍ତାଙ୍କୁ ନିର୍ଧୁମ ଛେଚିଲେ

Odisha Halchal
କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଆଟୋପୁର ସ୍ଥିତ କୃଷ୍ଣଚନ୍ଦ୍ର ସାହୁଙ୍କ ଘରେ ସକାଳୁ ହଠାତ ଟାଟା ବିଦ୍ୟୁତ ବିତରକ କମ୍ପାନୀର କର୍ମଚାରୀ ପଶିଥିଲେ । ତାଙ୍କ ଘରେ ପଶିବା ସହ ଘରେ ଫଟୋ ଉଠାଇଥିଲେ...
ଅପରାଧଓଡ଼ିଶା ଖବରନ୍ୟୁଜ୍

ରାଜନୈତିକ ଆକ୍ରୋଶରୁ ହତ୍ୟା ଅଭିଯୋଗ, ଯୁବକଙ୍କୁ ପିଟିପିଟି ମାରିଦେଲେ

Odisha Halchal
ରାଜନୈତିକ ଆକ୍ରୋଶରୁ ପିଟି ପିଟି ହତ୍ୟା ଅଭିଯୋଗ । ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଞ୍ଚଳରୁ ଏମିତି ଅଭିଯୋଗ ଆସିଛି । ଧାମନଗର ଥାନା ଦଳାଙ୍ଗ ପଂଚାୟତ ଜାହାଙ୍ଗିର ଅଞ୍ଚଳରେ ରାଜନୈତିକ ଆକ୍ରୋଶ ଯୋଗୁଁ...
ଅପରାଧଓଡ଼ିଶା ଖବରନ୍ୟୁଜ୍

ଜଗତସିଂହପୁରରେ ଦୁଇଟି ବୁଥ୍‌ରୁ ଭୋଟ ବାକ୍ସ ନେଇ ପଳାଇଲେ ଦୁର୍ବୃତ୍ତ

Odisha Halchal
ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଆରମ୍ଭ ହୋଇଛି । ତେବେ ଭୋଟ୍ ଆରମ୍ଭରୁ ଜଗତିସଂହପୁରରେ ଦୁଇଟି ବୁଥ୍‌ରୁ ଭୋଟ ବାକ୍ସ ଦୁର୍ବୃତ୍ତ ନେଇ ପଳାଇଥିବା ଖବର ଆସିଛି । ଖବର ମୁତାବକ ପଟସରା କେନ୍ଦ୍ରର...
ଅପରାଧଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

ନିଖୋଜ ସମିତିସଭ୍ୟା ପ୍ରାର୍ଥୀଙ୍କ ସ୍ବାମୀଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର

Odisha Halchal
ଗତ ୧୬ତାରିଖରୁ ନିଖୋଜ ହୋଇଥିବା ସମିତି ସଭ୍ୟା ପ୍ରାର୍ଥୀଙ୍କ ସ୍ବାମୀଙ୍କୁ ମୁମୂର୍ଷୁ ଅବସ୍ଥାରେ କରାଗଲା ଉଦ୍ଧାର । ସ୍ୱାମୀଙ୍କ ନାଁ ଦୀପକ ଦାଶ ହୋଇଥିବା ବେଳେ ସିମିଳିଆ ଓଭର ବ୍ରିଜ୍ ନିକଟରୁ ତାଙ୍କୁ ଉଦ୍ଧାର...
ଅପରାଧଓଡ଼ିଶା ଖବରନ୍ୟୁଜ୍

ମାଓବାଦୀ ନା ରେ ଚାନ୍ଦା ଆଦାୟ ଓ ଜଳା ପୋଡ଼ା ସନ୍ଦେହରେ ୫ ନକଲି ମାଓବାଦୀ ଗିରଫ

Odisha Halchal
ରାୟଗଡା – କଲ୍ୟାଣସିଂ ହପୁର ବ୍ଲକରେ ସ୍ଥାନୀୟ ପୁଲିସ ୫ ନକଲି ମାଓବାଦୀ ଙ୍କୁ ଟ୍ରକ ଜାଲା ପୋଡ଼ା ଟ୍ରକ ପୋଡି କରି ଭୟଭୀତ କରାଇ ଚାନ୍ଦା ଆଦାୟ କରାଯାଉଥିବା ସନ୍ଦେହରେ ଫିରଫ କରି...
ଅପରାଧଓଡ଼ିଶା ଖବରନ୍ୟୁଜ୍

ଏସଡିପିଓ ଓ ଆଇଆଇସିଙ୍କୁ ଗଞ୍ଜେଇ ଵୋଝେଇ ଗାଡି ଚଢାଇ ହତ୍ୟା କରିବା ଉଦ୍ୟମ ପଣ୍ଡ

Odisha Halchal
ରାୟଗଡା:-(ରିପୋର୍ଟ-ପ୍ରସାଦ ସାହୁକାର) ଚନ୍ଦ୍ରପୁର ବ୍ଲକ ମାଓ ଉପାନ୍ତ ଚନ୍ଦ୍ରପୁର ଥାନା ଅଧିନସ୍ଥ ଵିଜାପୁରୁ ଜଙ୍ଗଲ ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ରାଜ ଦେଖି ସହ୍ୟ କରିପାରି ନଥିଲେ ଏସ୍ ଡିପିଓ ଶ୍ରୀ ଆକାଶ ଚନ୍ଦ୍ର ସାହୁ।କୈ।ଣସି...
ଅପରାଧଓଡ଼ିଶା ଖବରନ୍ୟୁଜ୍

ମଠରେ ପଡିଲା ରକ୍ତର ଛିଟା : ଯୁବକଙ୍କୁ ପଥରରେ ଛେଚି ବିଭତ୍ସ ହତ୍ୟା, ମହନ୍ତ ଅଟକ

Odisha Halchal
ମଠରେ ପଡିଲା ରକ୍ତର ଛିଟା । ଢେଙ୍କାନାଳ ଜିଲ୍ଲା ମନ୍ଦାରର ଏକ ମଠରେ ବିଭତ୍ସ ହତ୍ୟାକାଣ୍ଡ । ଚୈତନ୍ୟ ଗୋସାଇଁଙ୍କ ମଠ ପରିସରରେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି । ମଠର ମହନ୍ତ...