ଅପରାଧଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

ନିଖୋଜ ସମିତିସଭ୍ୟା ପ୍ରାର୍ଥୀଙ୍କ ସ୍ବାମୀଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର

ନିଖୋଜ ସମିତିସଭ୍ୟା ପ୍ରାର୍ଥୀଙ୍କ ସ୍ବାମୀଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର

ଗତ ୧୬ତାରିଖରୁ ନିଖୋଜ ହୋଇଥିବା ସମିତି ସଭ୍ୟା ପ୍ରାର୍ଥୀଙ୍କ ସ୍ବାମୀଙ୍କୁ ମୁମୂର୍ଷୁ ଅବସ୍ଥାରେ କରାଗଲା ଉଦ୍ଧାର । ସ୍ୱାମୀଙ୍କ ନାଁ ଦୀପକ ଦାଶ ହୋଇଥିବା ବେଳେ ସିମିଳିଆ ଓଭର ବ୍ରିଜ୍ ନିକଟରୁ ତାଙ୍କୁ ଉଦ୍ଧାର କରିଛି ପୋଲିସ ।

ଦୀପକଙ୍କ ପତ୍ନୀ ଶାଙ୍କୁଲେଇ ପଞ୍ଚାୟତର ସମିତିସଭ୍ୟା ପ୍ରାର୍ଥୀ ହୋଇଥିବା ବେଳେ ବନ୍ଧୁକ ଦେଖାଇ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି ।

ଅପହରଣ କରିଥିବା ଦୁର୍ବୃତ୍ତମାନେ କିଏ ସେ ଜାଣି ପାରିନଥିବା କହିଛନ୍ତି ଦୀପକ । ଏ ସମ୍ପର୍କରେ ସଦର ପୋଲିସ ତଦନ୍ତ ଆରମ୍ଭ କରିଛି

ଗତ ୧୬ତାରିଖ ଦିନ ସ୍କୁଟି ଯୋଗେ ଘରକୁ ଫେରୁଥିବା ବେଳେ ତାଙ୍କୁ ଅପହରଣ କରାଯାଇଥିଲା ।

Related posts

ବାତ୍ୟା ମୁକାବିଲା ନେଇ ଏସ୍‌ଆର୍‌ସିଙ୍କ ଜରୁରୀ ସୂଚନା

Odisha Halchal

ଅଭିନେତ୍ରୀ ପତ୍ନୀଙ୍କୁ ଭେଟିବା ପାଇଁ ତିହାର ଜେଲରେ ଆମରଣ ଅନଶନ

Odisha Halchal

ପେଟ୍ରୋଲ-ଡିଜେଲର ଆକାଶ ଛୁଆଁ ଦର ଭିତରେ ଇଣ୍ଡିଆନ ଅୟଲ ମାଲାମାଲ, କଲା ରେକର୍ଡ ଲାଭ

Odisha Halchal

Leave a Comment