ଓଡ଼ିଶା ଖବରନ୍ୟୁଜ୍

ବଣାଇ ଅଂଚଳ ରେ ପକ୍ଷୀ ଗଣନା

ବଣାଇ ଅଂଚଳ ରେ ପକ୍ଷୀ ଗଣନା

ସୁନ୍ଦରଗଡ଼:-(ରିପୋର୍ଟ :-ସୁରଜ ପ୍ରତାପ ମହାନ୍ତି )ବଣାଇ ଡିଭିଜନ ର 7ଟି ରେଞ୍ଜ ଏବଂ ରାଉରକେଲା ଡିଭିଜନ ର ବାଙ୍କୀ ରେଞ୍ଜର 1ଟି ରେଞ୍ଜେରେ ଆଜି ସକାଳ5ଟା ରୁ ଆରମ୍ବ ହୋଇ ଯାଇଛି ପକ୍ଷୀ ଗଣନା,

ଏଥିରେ ସମୁଦାୟ 25ଟି ଟିମ ଯୋଗଦେଇ ଏହି ଗଣନା କାର୍ଯ୍ୟ କରୁଥିବା ବେଳେ କୁହୁଡି ଯୋଗୁ ଗଣନା ରେ ସାମାନ୍ୟ ବାଧା ପ୍ରାପ୍ତ ହୋଇ ଥିଲା,ଗୋଟେ ଗୋଟେ ଟିମ ବିଭିନ୍ନ ଜଳ ପ୍ରପାତ, ପୋଖରୀ ରେ ବାଇନା କୁଲାର ରେ ପକ୍ଷୀ ଙ୍କୁ ଦେଖିଥିଲେ, ଏଥିରେ ରେଞ୍ଜର, ଫରେଷ୍ଟର, ଫରେଷ୍ଟ ଗାର୍ଡ,

ୱାଚର ମାନେ ନିୟୋଜିତ ହୋଇ ପୂର୍ବ ବର୍ଷ ତୁଳନା ରେ ଏଥର କେତେନୂଆ ଅତିଥି ଆସି ଆସିଛନ୍ତି ତା ଉପରେ ନଜର ଦେଉ ଥିବା ବେଳେ ସନ୍ଧ୍ୟା ସୁଦ୍ଧା ସମ୍ପୂର୍ଣ ତଥ୍ୟ ମିଳିପାରିବ ବୋଲି ବିଭାଗ ତରଫରୁ ସୂଚନା ମିଳିଛି,ବଣାଇ ରୁ ସୂରଜ ପ୍ରତାପ ମହାନ୍ତି ଓଡିଶା ହାଲଚାଲ

Related posts

ବିବାହ ସମୟରେ କନ୍ୟା ପ୍ରେମିକ ସହ ଫେରାର୍‌

Odisha Halchal

ମାତିଛନ୍ତି ବାଇକ୍ ଲୁଟେରା

Odisha Halchal

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଦୁଇଦିନିଆ ଓଡିଶା ଗସ୍ତ

Odisha Halchal

Leave a Comment