ଅପରାଧଓଡ଼ିଶା ଖବରନ୍ୟୁଜ୍

ଭିଜିଲାନ୍ସ ପଞ୍ଝା ରେ ଏ ଆର ଆଇ

ଭିଜିଲାନ୍ସ ପଞ୍ଝା ରେ ଏ ଆର ଆଇ

ନବରଙ୍ଗପୁର:-(ରିପୋର୍ଟ :-ପ୍ରଶାନ୍ତ କୁମାର ସାହୁ )ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଏଆରଆଇ । ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଛନ୍ଦିହେଲେ ନବରଙ୍ଗପୁର ତହସିଲ ସାନମସିଗାଁ ସର୍କଲ ଏଆରଆଇ ଜଗଦୀଶ ବେହେରା ।

ଲିଗାଲାହେର ସାର୍ଟିଫିକେଟ ଦେବାପାଇଁ ସାନ ମସିଗାଁ ର ବୈଜୟନ୍ତି ଭତରା ନାମକ ମହିଳାଙ୍କୁ ୫ ହଜାର ଟଙ୍କା ଲାଞ୍ଚମାଗିଥିଲେ ଏଆରଆଇ ଜଗଦୀଶ ବେହେରା। ହିତାଧିକାରୀଙ୍କ ଘରକୁ ଯାଇ ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ସେଠାରେ ପୂର୍ବରୁ ପ୍ରସ୍ତୁତ ଥିବା ନବରଙ୍ଗପୁର ଭିଜିଲାନ୍ସ ଟିମ ଏଆରଆଇ ଜଗଦୀଶ ବେହେରାଙ୍କୁ ଧରିଥିଲା ।

ଘଟଣା ସ୍ଥଳ ରୁ ଏ ଆର ଆଇ ଙ୍କୁ ଭିଜିଲାନ୍ସ କାର୍ଯ୍ୟାଳୟ କୁ ଆଣି ଅଧିକା ପଚରା ଉଚରା ଜାରୀ ରଖିଛନ୍ତି ଭିଜିଲାନ୍ସ ଟିମ l ଅଧିକ ତଦନ୍ତ ପରେ ଘଟଣା ର ପ୍ରକୃତ ତଥ୍ୟ ସାମ୍ନା କୁ ଆସିବ l ତଦନ୍ତ ପ୍ରକ୍ରିୟା ଚାଲୁ ରହିଥିବାରୁ ବିଭାଗୀୟ ଅଧିକାରୀ ଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ

Related posts

କାଙ୍ଗୁରୁକୋଣ୍ଡା ଗ୍ରାମ ପଞ୍ଚାୟତରେ ଗ୍ରାମସଭା

Odisha Halchal

ସ୍ୱାର୍ଥପର ମାଲିକ, ମୁହଁମୋଡ଼ି ଚାଲିଗଲା

Odisha Halchal

ଆଜି ହେରା ପଞ୍ଚମୀ, ନନ୍ଦିଘୋଷ ରଥ ଭାଙ୍ଗିବେ ମହାଲକ୍ଷ୍ମୀ

Odisha Halchal

Leave a Comment