ଓଡ଼ିଶା ଖବରନ୍ୟୁଜ୍

ଭିନ୍ନକ୍ଷମ ମହିଳା ଙ୍କୁ ଭତ୍ତା ଖଣ୍ଡେ ପାଇଁ ସାତ ସପନ

ଭିନ୍ନକ୍ଷମ ମହିଳା ଙ୍କୁ ଭତ୍ତା ଖଣ୍ଡେ ପାଇଁ ସାତ ସପନ

ବୌଦ୍ଧ:-ଗରିବ ହୋଇଥିବା ବିକଳାଙ୍ଗ ଭିନ୍ନକ୍ଷମ ବିଧବା ବୃଦ୍ଧ ବୃଦ୍ଧା 60 ରୁ ଉର୍ଦ୍ଧ ହୋଇଥେଲେ ସରକାରୀ ଯୋଜନା ରେ ସେମାନଙ୍କୁ ସାମିଲ କରି ସରକାର ଭତ୍ତା ଦେବାକୁ ସରକାର ଯୋଜନା କରିଛନ୍ତି ମାସିକିଆ ଭତା ବାବଦ କୁ ନେଇ ପାଞ୍ଚସହ ଟଙ୍କା ପ୍ରଦାନ କରୁଛନ୍ତି ହେଲେ ଭିନ୍ନକ୍ଷମ ମହିଳା ଙ୍କୁ ଭତା ଖଣ୍ଡେ ପାଇବା ପାଇଁ ସାତସପନ ପାଲଟିଛି l ଆଶାୟୀ ବିକଳାଙ୍ଗ ବୃଦ୍ଧ ବୃଦ୍ଧା ଭିନ୍ନକ୍ଷମ ବିଧବା ଗରିବ ଙ୍କୁ ଚିନ୍ନଟ କରିବାକୁ ସରକାରୀ ବାବୁଙ୍କୁ ନିୟୋଜିତ କରାଯାଇଛି l

କିନ୍ତୁ ବିଭାଗୀୟ ଅଧିକାରୀ ଅଣ ଦେଖା ଯୋଗୁଁ କଣ୍ଟାମାଳ ବ୍ଲକ ରେ ଭତ୍ତା ପାଇଁ ସାତ ସପନ ପାଲଟିଛି l ଏଭଳି ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅନ୍ତର୍ଗତ ଘଣ୍ଟାପଡା ଗ୍ରାମ ପଞ୍ଚାୟତ ର ଘଣ୍ଟାପଡା ଗ୍ରାମ ରେ ଭିନ୍ନକ୍ଷମ ମହିଳା 54 ବୟସ କୁନି ମହାନନ୍ଦ ନାମକ ଜଣେ ଭିନ୍ନକ୍ଷମ ମହିଳା ହୋଇଥିବା ବେଲେ l ଦୀର୍ଘ ପାଞ୍ଚ ବର୍ଷ ଧରି ପୂର୍ବତନ ସରପାଞ୍ଚ ଙ୍କୁ ଭତା ଖଣ୍ଡିଏ ପାଇଁ କୁନି ମହାନନ୍ଦ ବିଭିନ୍ନ ସମୟ ଅଭିଯୋଗ କରିଥିଲେ ମଧ୍ୟ୍ୟ ସରପଞ୍ଚ ଶୁଣୁ ନଥିବାରୁ l

ପରେ ଘଣ୍ଟାପଡା ପଞ୍ଚାୟତ ର ନିର୍ବାହୀ ଅଧିକାରୀ ଙ୍କୁ ମଧ୍ୟ୍ୟ ଅନେକ ସମୟରେ ଅଭିଯୋଗ କରିଥିଲେ ମଧ୍ୟ୍ୟ ହେଲେ ଶୁଣି ନଥିବା କହିଛନ୍ତି ଏବଂ ତାଙ୍କୁ ସରକରି ଯୋଜନାରେ ସାମିଲ କରିନାହିଁ l ବୟସ 54 କୁନି ମହାନନ୍ଦ ଜଣେ ବୃଦ୍ଧା ଭିନ୍ନକ୍ଷମ ମହିଳା ଙ୍କୁ ଭତା ନମିଳିବାରୁ ପ୍ରଶ୍ନବାଜି ସୃଷ୍ଟିକରିଛି ଏସମ୍ପର୍କ ରେ ବିଡ଼ିଓ ଶ୍ରୀଯୁକ୍ତ କଳାକୃଷ୍ଟ ପ୍ରଧାନ ଙ୍କୁ ପଚାରିବାରୁ ସମବର ଦିନ କାଗଜ ପତ୍ର ଯାଞ୍ଚକାରୀ ଶୀଘ୍ର ଭତ୍ତା ପ୍ରଦାନ କରାଯିବ ବୋଲି କହିଛନ୍ତି l

Related posts

ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

Odisha Halchal

LIC ଆଇପିଓ, ମେ’ ୯ ତାରିଖ ପର୍ଯ୍ୟନ୍ତ ଆବେଦନ କରିହେବ

Odisha Halchal

କୋଇଡାରେ ଚଳିତ ବର୍ଷରେ ଦ୍ଵିତୀୟ ତୁଷାର ପାତ

Odisha Halchal

Leave a Comment