ଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍ବିଶେଷ ଖବର

ଦୁଇ ବାଇକ ମୁହାଁମୁହିଁ ଧକ୍କା

ଦୁଇ ବାଇକ ମୁହାଁମୁହିଁ ଧକ୍କା

ବଲାଙ୍ଗୀର:-(ରିପୋର୍ଟ -ଜନ୍ମେଜୟ ଚନ୍ଦନ)ବଲାଙ୍ଗୀର ସହର ସଦର ଥାନା ଅନ୍ତର୍ଗତ ଲର୍କୀପାଲି ସରକାରୀ ଆଇଟିଆଇ ସମ୍ମୁଖରେ ଦୁର୍ଘଟଣା।
ଦୁଇ ବାଇକ ମୁହାଁମୁହିଁ ଧକ୍କା।

ଘଟଣାରେ ଜଣେମୃତ ୩ ଜଣ ଗୁରୁତର ହୋଇଥିବା ସୂଚନl ରହିଥିବା ବେଳେ ଗୁରୁତର ମାନଙ୍କୁ ଭୀମ ଭୋଇ ମେଡିକାଲ କଲେଜ୍ ହସପିଟାଲ ରେ ଚିକିତ୍ସା ହେଉଥିବା ସୂଚନା ରହିଛି ।

Related posts

ଜେଲ୍‌ରେ ଗର୍ଭବତୀ କଏଦୀଙ୍କ ମୃତ୍ୟୁ

Odisha Halchal

ପୁରୀର ବ୍ରହ୍ମଗିରି ଅଞ୍ଚଳରେ ବୋମାମାଡ଼

Odisha Halchal

ବାତ୍ୟା ନେଇ ‘ଗୁଜବ’ଠାରୁ ଦୂରେଇ ରହିବାକୁ ପରାମର୍ଶ,

Odisha Halchal

Leave a Comment