ଦେଶ ବିଦେଶନ୍ୟୁଜ୍ବିଶେଷ ଖବର

ଚାଲିଛି ଘମାଘୋଟ ଯୁଦ୍ଧ, ନିଜ ଦେଶ ପାଇଁ ଲଢିବାକୁ ୟୁକ୍ରେନ୍ ଫେରୁଛନ୍ତି ଅନ୍ୟ ଦେଶରେ ଥିବା ନାଗରିକ

ଚାଲିଛି ଘମାଘୋଟ ଯୁଦ୍ଧ, ନିଜ ଦେଶ ପାଇଁ ଲଢିବାକୁ ୟୁକ୍ରେନ୍ ଫେରୁଛନ୍ତି ଅନ୍ୟ ଦେଶରେ ଥିବା ନାଗରିକ

ଦୀର୍ଘ ୧୦ ଦିନ ଧରି ଜାରି ରହିଛି ଋଷ-ୟୁକ୍ରେନ୍ ଯୁଦ୍ଧ । ଋଷର ଆକ୍ରମଣରେ ଏବେ ଧରାସାୟୀ ହେବା ଆରମ୍ଭ କରିଛି ୟୁକ୍ରେନ୍ ମାତ୍ର ମନୋବଳ ଏବେବି ଦୃଢ ରହିଛି।

ୟୁକ୍ରେନ୍ ର ଶେଷ ଚିହ୍ନ ପର୍ଯ୍ୟନ୍ତ ୟୁକ୍ରେନ୍ ବାସୀ ଋଷ ସହିତ ଲଢେଇ କରିବେ ବୋଲି ସ୍ପଷ୍ଟ ହୋଇସାରିଛି । ଆଉ ଏବେ ନିଜ ଦେଶକୁ ରକ୍ଷା କରିବା ପାଇଁ ୟୁକ୍ରେନୀୟ ନାଗରିକ ଅଣ୍ଟା ଭିଡିଛନ୍ତି।

ସୂଚନା ଅନୂସାରେ ଏବେ ଅନ୍ୟ ଦେଶରେ ରହୁଥିବା ୟୁକ୍ରେନ୍ ନାଗରିକ ପୁଣି ଥରେ ନିଜ ଦେଶକୁ ଫେରିବା ଆରମ୍ଭ କରିଛନ୍ତି କେବଳ ଋଷ ବିରୋଧରେ ଲଢେଇ କରିବାକୁ ।ବର୍ତ୍ତମାନ ୟୁକ୍ରେନ୍ ର ସ୍ଥିତି ଅତି ଗମ୍ଭୀର ରହିଛି ଓ ଏହି ସମୟରେ ପ୍ରବାସୀ ୟୁକ୍ରେନୀୟଙ୍କ ଦ୍ୱାରା ଏଭଳି ପଦକ୍ଷପ ଋଷ ବିରୋଧରେ ଲଢେଇ କରିବାକୁ ଆତ୍ମବଳ ଯୋଗାଇବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।

Related posts

କଳିଙ୍ଗା ଘାଟିରେ ଭାରସାମ୍ୟ ହରାଇଲା ଯାତ୍ରୀବାହୀ ବସ୍‌

Odisha Halchal

ଆଖିବୁଜିଲେ ବଲିଉଡର ଆଉ ଜଣେ ବର୍ଷିଆନ ଅଭିନେତା

Odisha Halchal

ନିଶାଖୋର ପ୍ରଧାନ ଶିକ୍ଷକଙ୍କ କାର୍ନାମା

Odisha Halchal

Leave a Comment