ଓଡ଼ିଶା ଖବରନ୍ୟୁଜ୍

ବାହାଘର ଦିନ ପ୍ରେମିକାକୁ ମାରି ଫ୍ରିଜରେ ରଖିଲା ପ୍ରେମିକ

ବାହାଘର ଦିନ ପ୍ରେମିକାକୁ ମାରି ଫ୍ରିଜରେ ରଖିଲା ପ୍ରେମିକ

ବ୍ୟୁରୋ( ଓଡିଶା ହାଲଚାଲ):-ଦିଲ୍ଲୀରେ ଶ୍ରଦ୍ଧା ହତ୍ୟାର ପୁନରାବୃତ୍ତି ବାହାଘର ଦିନ ପ୍ରେମିକାକୁ ମାରି ଫ୍ରିଜରେ ରଖିଲା ପ୍ରେମିକ ନଜଫଗଡ୍‌ ମିତ୍ରୋନ୍‌ ଗାଁରେ ଶ୍ରଦ୍ଧା ପୁନୱାଲ ହତ୍ୟାକାଣ୍ଡର ପୁନରାବୃତ୍ତି l

ପ୍ରେମିକାକୁ ମାରିବା ପରେ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କଲା ୨୪ ବର୍ଷୀୟ ପ୍ରେମିକ ସାହିଲ ଗେହଲଟଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ସାହିଲ ପ୍ରେମିକା ନିକ୍କି ଯାଦବଙ୍କ ସହ ଦୀର୍ଘବର୍ଷ ହେବ ଏକାଠି ରହୁଥିଲେ l

ସାହିଲଙ୍କ ପରିବାର ବିରୋଧ କରିବା ସହ ଅନ୍ୟତ୍ର ବାହାଘର ଠିକ କରିଥିଲେ ଫେବ୍ରୁଆରୀ ୯ରେ ସାହିଲଙ୍କ ବାହାଘର ଅନ୍ୟତ୍ର ଠିକ ହୋଇଥିଲା ଖବର ପାଇ ୯ ତାରିଖରେ ନିକ୍କି ସାହିଲଙ୍କ ପାଖରେ ପହଞ୍ଚିଥିଲେ ନିକ୍କି ବିରୋଧ କରିବାରୁ ସାହିଲ ମୋବାଇଲ କେବୁଲରେ ତଣ୍ଟିଚିପି ମାରଥିଲା ହତ୍ୟା କରିବା ପରେ ନିଜ ଢାବାରେ ଥିବା ଫ୍ରିଜ୍‌ରେ ମୃତଦେହ ରଖିଥିଲା l

Related posts

ଗଞ୍ଜେଇରେ ଭର୍ତି ଗାଡ଼ି ଦୁର୍ଘଟଣାଗ୍ରସ୍ତ

Odisha Halchal

ଗ୍ରୀଷ୍ମପ୍ରବାହ ବୃଦ୍ଧି ପାଇଁ ଜନ ଜୀବନ ଅସ୍ତବ୍ୟସ୍ତ

Odisha Halchal

ଟଙ୍କା ପାଇଁ ଛାତ୍ରୀଙ୍କୁ ଅପହରଣ

Odisha Halchal

Leave a Comment