ଓଡ଼ିଶା ଖବରନ୍ୟୁଜ୍

ସତର୍କ କଲେ ନବ ଦାସଙ୍କ ଭଳି ଅବସ୍ଥା ହୋଇପାରେ

ସତର୍କ କଲେ ନବ ଦାସଙ୍କ ଭଳି ଅବସ୍ଥା ହୋଇପାରେ

ଭୁବନେଶ୍ୱର(ବ୍ୟୁରୋ ଓଡିଶା ହାଲଚାଲ):- ଆଜି ନବ କାଲି ଆଉ କିଏ ଚେଲା କୁମାର ବିଜେଡି ନେତାଙ୍କୁ ସତର୍କ କଲେ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ବିଜେଡିର ଦ୍ବିତୀୟ ଏବଂ ତୃତୀୟ ଧାଡ଼ି ନେତାଙ୍କୁ ସତର୍କ କଲେ ନବ ଦାସଙ୍କ ଭଳି ଅବସ୍ଥା ହୋଇପାରେ ବୋଲି ସତର୍କ କଲେ ।

ନବଙ୍କ ଭଳି ଅବସ୍ଥା ହୋଇପାରେ, ଆଜି ନବ ତ କାଲି ଆଉ କିଏ”ଯିଏ ସତ କହିବାକୁ ଚାହୁଁଛନ୍ତି, ତାଙ୍କ ସ୍ବର ଦବେଇ ଦିଆଯାଉଛି’ ନବ ମୁଖ୍ୟମନ୍ତ୍ରୀ ହେବାକୁ ଆଶା ରଖିଥିଲେ ବୋଲି ଚର୍ଚ୍ଚା ହେଉଛି’ମୁଁ ହତ୍ୟା ବେଳର ଭିଡିଓ ଦେଖିଛି, ASI ମାରିବା ଭଳି ଲାଗୁନି’
ତଦନ୍ତ ପ୍ରକ୍ରିୟାରେ ଭରସା ପାଉନି, ବିଜେଡି ଗୁଣ୍ଡାରାଜ ଚଳାଇଛି’।

Related posts

ଧବଳେଶ୍ୱର ପୀଠରେ ଏବର୍ଷ ହେବନି ଯାତ୍ରା

Odisha Halchal

ରାଜଧାନୀରେ ମହିଳା ପ୍ରଫେସରଙ୍କୁ ଦୁଷ୍କର୍ମ

Odisha Halchal

ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରତିଷ୍ଠା ହେବ ୩୪ଟି ନୂଆ ଅଦାଲତ

Odisha Halchal

Leave a Comment