ଅପରାଧଓଡ଼ିଶା ଖବରନ୍ୟୁଜ୍

ପଶ୍ଚିମବଙ୍ଗ ଗଂଜେଇ କାରବାର ଲିଙ୍କ,  ଦୁଇ  ଗିରଫ,

ପଶ୍ଚିମବଙ୍ଗ ଗଂଜେଇ କାରବାର ଲିଙ୍କ,  ଦୁଇ  ଗିରଫ,

ହରଭଙ୍ଗା:-(ରିପୋର୍ଟ :-ଆଶିଷ ବିହାରୀ ଠାକୁର )ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ଅନ୍ତର୍ଗତ ଲୋକପଡା ବସଷ୍ଟାଣ୍ଡ ନିକଟରୁ ପୁରୁଣା କଟକ ପୋଲିସ ଏକ ବସ୍ତା ଗଞ୍ଜେଇ ଜବତ କରିବା ସହ 2ଜଣ ଙ୍କୁ ଗିରଫ କରିଥିବା ସୂଚନା ମିଳିଛି l

ସୂଚନା ଅନୁଯାୟୀ ଗତକଲି ରାତି ରେ ଲୋକପଡା ବସଷ୍ଟାଣ୍ଡ ନିକଟରେ ଏକ ବସ୍ତା ରେ  ଗଞ୍ଜେଇଧରି ଉଭୟ ପୁରୁଷ ମହିଳା ଠିଆ ହୋଇଥିବା ବେଳେ କୌଣସି ସୂତ୍ରରୁ ପୋଲିସ ଖବର ନେଇ ଘଟଣା ସ୍ଥଳ ରେ ପହଁଚିଥିଲା ସେଠାରୁ ଗଞ୍ଜେଇ ଜବତ ସହ ଉଭୟଙ୍କୁ ଗିରଫ କରିଥିବାବେଳେ ଦୁଇ ଅଭିଯୁକ୍ତ ହେଲେ ମାନସ ପ୍ରଧାନ, ଓ ସ୍ୱପ୍ନା ଦାସ ଉଭୟ ପ୍ରଶ୍ଚିମବଙ୍ଗ ଲିଙ୍କନେଇ ଗଞ୍ଜେଇ ଚୋରା ଚାଲାଣକରୁଥିବା ନେଇ ପ୍ରକଶ କରିଥିବା ବେଳେ ଉକ୍ତ ବସ୍ତା ରେ ମୋଟ 12କେଜି ଗଞ୍ଜେଇ ଥିବା ଜଣାପଡିଥିଲା l

ଏନେଇ ପୋଲିସ ଉଭୟଙ୍କୁ ଗିରଫ କରିବା ସହ କେଶ ନମ୍ବର 9/23 ରେ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ନେଇ ପୁରୁଣା କଟକ ପୋଲିସ ପକ୍ଷରୁ ସୂଚନା ମିଳିଛି l

Related posts

ଲୁଟ କରୁଛନ୍ତି ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାର ଅଫିସର! ଦମ୍ପତ୍ତିଙ୍କୁ ଗିରଫ କଲା ପୋଲିସ

Odisha Halchal

ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

Odisha Halchal

ବିରଳ ପ୍ରଜାତିର ସୁନେଲି ରଙ୍ଗର କଇଁଛ ଉଦ୍ଧାର

Odisha Halchal

Leave a Comment