ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

ଅଚିହ୍ନା ପୋକର ଆତଙ୍କ

ଅଚିହ୍ନା ପୋକର ଆତଙ୍କ

ବରଗଛରେ ଅଚିହ୍ନା ପୋକ। ପୋକ ଗୁଡିକ ଦେଖିବାକୁ ଷଅଁବାଳୁଆ ପରି ପୋକ। ଦେହରେ ଲାଗିଲେ ଦେହ କୁଣ୍ଡେଇ ହେବା ସହିତ ଫଳିଯାଉଥିବା ଦେଖିବାକୁ ମିଳିଛି।

ଏଭଳି ଦୃଶ୍ୟଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ବଜାର ଓ ତାର ଆଖପାଖ ଅଞ୍ଚଳରେ। ବହୁ ସଂଖ୍ୟାରେ ବରଗଛରେ ଏଭଳି ପୋକ ଲାଗିରହିଛନ୍ତି। ପୋକ ଲାଗିବା ଫଳରେ ସେ ବାଟ ଦେଇ ଯିବାଆସିବା କରିବା ବିପଦଜନକ ହୋଇପଡିଛି।

ବର ଗଛରୁ ପୋକ ପଡି ଦେହହାତ କୁଣ୍ଡେଇ ହେବାକୁ ଲାଗିଲାଣି। ଏନେଇ ସ୍ଥାନୀୟ ତହସିଲଦାର ଓ ଅଗ୍ନିଶମ ବିଭାଗକୁ ଜଣାଇବା ପରେ ସେମାନେ ଏହାର କୌଣସି ପ୍ରତିକାର ନେଉ ନଥିବାରୁ କଟକ ଜିଲ୍ଲା ପ୍ରଶାସନକୁ ଜଣାଇ ଥିବାର ସ୍ତାନୀୟ ଅଂଚଳର ଲୋକମାନେ ଅଭିଯୋଗ କରିଛନ୍ତି।

Related posts

ଗୁଳି ଫୁଟାଇ ଦୁର୍ଦ୍ଦାନ୍ତ ଅପରାଧୀକୁ ଅପହରଣ

Odisha Halchal

ପେଟରେ ବର୍ଚ୍ଛା ଗଳି ନାବାଳକ ଗୁରୁତର

Odisha Halchal

ଚଳିତ ବର୍ଷ ଓଡିଶାରେ ସ୍ୱାଭାବିକ ବର୍ଷା, ୨ରୁ ୩ ଦିନରେ କେରଳ ଛୁଇଁବ ମୌସୁମୀ

Odisha Halchal

Leave a Comment