ଅପରାଧଓଡ଼ିଶା ଖବରନ୍ୟୁଜ୍

ପୁଣି ନିଜର ସ୍ଥିତି ଜାହିର କରିଛି ଲାଲ୍ ବାହିନୀ

ପୁଣି ନିଜର ସ୍ଥିତି ଜାହିର କରିଛି ଲାଲ୍ ବାହିନୀ

କିଛି ଦିନ ର ନିରବତା ପରେ ରାଇଘର୍ ବ୍ଲକ୍ ରେ ପୁଣି ନିଜର ସ୍ଥିତି ଜାହିର କରିଛି ଲାଲ୍ ବାହିନୀ ।ନବରଙ୍ଗପର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଯୋଡିଙ୍ଗା ମୁଖ୍ୟ ରାସ୍ତା ରେ ଲିପଲେଟ୍ ଫିଙ୍ଗିବା ସହ ପୋଷ୍ଟର ଲଗା ଯାଇଛି ।

ଏହି ମାଓ ବେନର ଯୋଡିଙ୍ଗା କନ୍ୟାଆଶ୍ରମ ଯିବା ଛକ ନିକଟ ରେ ଟଙ୍ଗା ହୋଇଥିଲା ଏବଂ ତଳେ ଲିଫଲେଟ ଫିଙ୍ଗା ହୋଇଥିବା ଦେଖାଯାଇଛି। l ଏଠାରେ ଉଲ୍ଲେଖ ହୋଇଛି ଯେ, ଜଙ୍ଗଲ କାଟିବା ବନ୍ଦ କର,2005 ମସିହା ପରେ ଯେତେ ବି ଜଙ୍ଗଲ କଟା ହୋଇଛି ସବକୁ ଛାଡ଼ l ପ୍ରଶାସନ କୁ ସୂଚନା ଦେବା ଓ ପୁରସ୍କାର ପାଇବା ନିତି ନିୟମ ବନ୍ଦ କର l

ନଚେତ ବଡ଼ ଦୃଢ କାର୍ଯାନୁଷ୍ଠାନ ନିଆହେବ ଏବଂ ମୃତ୍ୟୁ ଦଣ୍ଡ ଦିଆଯିବ l ପ୍ରକାଶ ଥାଉ କି ଏହା ସୀତା ନଦୀ ଏରିଆ କମିଟି ତରଫରୁ ଲଗା ହୋଇଥିବା ଜଣାପଡିଛି l ରାଇଘର ପୋଲିସ ଏହାର ଖବର ପାଇ ଘଟଣାସ୍ଥଳରେ ‌ପହଞ୍ଚି ବେନର ଓ ଲିଫଲେଟ ଜବତ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି l

Related posts

ନୂତନ ବର୍ଷରେ ଶ୍ରୀମନ୍ଦିରକୁ ସମସ୍ତଙ୍କୁ ମୋବାଇଲ ମନା

Odisha Halchal

ପୋଲିସ ଅଧିକାରୀଙ୍କ ଅସଭ୍ୟ ଭାଷାରେ ଗାଳିଗୁଲଜ

Odisha Halchal

ଅଚେତ ଅବସ୍ଥାରେ ନାବାଳିକା କଲେଜ ଛାତ୍ରୀ ଉଦ୍ଧାର

Odisha Halchal

Leave a Comment